Movie prime
ଶଶୁର ବୋହୂ ବାହାଘର ଦେଖନ୍ତୁ ଏହି Viral Video
 
Viral video
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆଜି ଆପଣ ମାନେ ଏମିତି ଏକ କଥା ଶୁଣିବେ ଯାହାକୁ ଶୁଣିଲେ ଆପଣ ଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ।
ଆଜି କାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ରେ ଲୋକ ମାନଙ୍କ ପ୍ରେମ ସମ୍ପର୍କ ଥିବା କଥା ଦେଖିବାକୁ ମିଳୁଛି ଯେପରି ଦିଅର ଭାଊଜ, ମାଇଁ ଭଣଜା ଓ ଭେନେଇ ଶାଳୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ଏବେ ବହୁ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବନ୍ଧୁଗଣ ବର୍ତ୍ତମାନ ଏବେ ଏକ ଶଶୁର ଆଉ ବୋହୂ ଙ୍କ ପ୍ରେମ କାହାଣୀ ଚର୍ଚ୍ଚା ର ବିଷୟ ସୃଷ୍ଟି କରିଛି। ନିଜ ବୟସ ଓ ସମ୍ପ୍ରକ କୁ ଭୁଲି ଯାଇ ବୋହୂ କୁ ନିଜ ପ୍ରେମ ଜାଲ ରେ ଫସାଇଲେ ଶଶୁର ।
ବୋହୂ ମଧ୍ୟ ସମାଜ ର ମାନ ମର୍ଯ୍ୟାଦା କୁ ଖାତିର ନ କରି ଟଙ୍କା ଲୋଭ ରେ ଶଶୁର ଙ୍କୁ ଭଲ ପାଇ ବସିଲା । ଧୀରେ ଧୀରେ ଶଶୁର ଓ ବୋହୂ ମଧ୍ଯରେ ପ୍ରେମ୍ ସମ୍ପର୍କ ସୁଦୃଢ଼ ହେବାକୁ ଲାଗିଲା।
ଶଶୁର ବାପା ସମାନ ହେବେ କିନ୍ତୁ ଏ କଥା କୁ ଭୁଲି ଯାଇ ବାପା ସମ୍ମାନ ବଦଳ ରେ ବୋହୂ ଶଶୁର କୁ ହିଁ ସ୍ଵାମୀ କରିବା ଘଟଣା ସାମ୍ନା କୁ ଆସିବା ପରେ ଲୋକ ମାନଙ୍କ ମଧ୍ୟରେ ସେମାନଙ୍କୁ ନେଇ ନିନ୍ଦା ଅପବାଦ ବଢ଼ିବାରେ ଲାଗିଛି। କିଛି ଲୋକ ମାନେ ଏହି ଶଶୁର ଓ ବୋହୂ ଙ୍କ ବାହାଘର କୁ ନେଇ ବିଭିନ୍ନ ପ୍ରକାର ମତ ଦେଇଛନ୍ତି।
କେତକ କହିଛନ୍ତି ଯେ କି ଯୁଗ ହେଲା ୨୫ ବର୍ଷୀୟ ଯୁବତୀ ବୋହୂ କୁ ବାପା ବୟସ ର ଶଶୁର ବାହା ହେଲା। ଏହି ଦୁଇ ଜଣ ସମାଜ ରେ ପରିହାସ ର ଶିକାର ମଧ୍ୟ ହୋଇଛନ୍ତି ।
କିନ୍ତୁ ଏହି ଶଶୁର ଆଉ ବୋହୂ କାହାରି କଥା କୁ ତିଳେ ହେଲେ ନ ଶୁଣି ପରଷ୍ପର ପ୍ରତି ଭଲ ପାଇବା ରଖି ବିବାହ କରିଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।