Movie prime

Flight ଯାତ୍ରା ସମୟରେ ଖାଇବା ପ୍ଲେଟରେ ମିଳିଲା ସାପ ମୁଣ୍ଡ ଦେଖିବା ମାତ୍ରେ ଯାତ୍ରୀଙ୍କ ଉଡିଗଲା ହୋସ ଦେଖନ୍ତୁ ଏହି Viral video

 
Viral video
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆମେ ଯେତେ ବେଳେ ଫ୍ଲାଇଟ ରେ ଯାତ୍ରା କରି ଥିବା ସମୟ ରେ ଆମେ ସାଧାରଣତ ଖାଇବା ଅର୍ଡର କରି ଥାଉ।
ଖାଇବା କୁ ଏଞ୍ଜଏ କରି ଆମର ସମୟ ବିତି ଯାଇ ଥାଏ। ଆପଣ ଥରେ ଭାବନ୍ତୁ ଯଦି ଆପଣ ଭେଜ ଖାଇବା ଅର୍ଡର କରୁଛନ୍ତି ।
ଆଉ ଆପଣ ଙ୍କ ପ୍ଲେଟ ରୁ ସାପ ମୁଣ୍ଡ ବାହାରୁଛି ତେବେ ଆପଣ କଣ କରିବେ। ଠିକ୍ ଏ ଭଳି ଏକ ଖବର ବର୍ତ୍ତମାନ ସାମ୍ନା କୁ ଆସିଛି। ଫ୍ଲାଇଟ ରେ ଖାଇବା ଅର୍ଡର ପ୍ଲେଟ ରେ ସାପ ମୁଣ୍ଡ ବାହାରିଛି ଏଭଳି ଏକ ଖବର ଚର୍ଚ୍ଚା ର ପରିସର ରେ ରହିଛି।
ତର୍କିସ ଜର୍ମାନୀ ଏୟାର ଲାଇନ କମ୍ପାନୀ
ସନ୍ ଏକ୍ସପର୍ଟ ରେ ଖାଇବାକୁ ଦିଆ ଯାଇ ଥିବା ପ୍ଲେଟ ରେ ସାପ ର ମୁଣ୍ଡ ବାହାରି ଥିବା ଖବର ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ସୂଚନା ଅନୁଯାୟୀ ସନ୍ ଏକ୍ସପ୍ରେସ ତୁର୍କୀ ରୁ ଜର୍ମାନୀ ଯାଉ ଥିଲା ବେଳେ ଏକ ଫ୍ଲାଇଟ୍ ରେ ଏଭଳି ଏକ ଖବର ଚର୍ଚ୍ଚା ର ବିଷୟ ସୃଷ୍ଟି କରିଛି। ଖାଇବା ରେ ସାପ ର ମୁଣ୍ଡ ମିଳିଛି ଏହି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।
ଖାଇବା ପ୍ଲେଟ ରେ ସାପ ର ମୁଣ୍ଡ ମିଳିଛି ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରକୃତ ରେ 
ଫ୍ଲାଇଟ୍ ର କ୍ରିଉ ମେମ୍ବର ଖାଇବା ଖାଉ ଥିଲେ । ଏହାରି ଭିତରେ ସେ ଭେଜ ରେ ଆଳୁ ତରକାରୀ ଖାଉଥିଲେ ଆଉ ଏହି ଆଳୁ ତରକାରୀ ଭିତରୁ ସାପ ର ମୁଣ୍ଡ ବାହାରି ଥିଲା। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।