Movie prime

ଛି ଛି ସୁନ୍ଦରୀ ଝିଅ ସହ ଡକ୍ଟର କରିଦେଲେ ଏମିତି, ଆପଣ ଦେଖିଲେ ବି ମୁଣ୍ଡ ରେ ହାତ ଦେବେ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଭିଡିଓ ଦେଖିବାକୁ ପାଇବେ ।
ଆଜିକା ସମାଜରେ କେତେ ଯେ ଘଟଣା ଘଟିଛି ତାହା ଆପଣମାନେ ସବୁ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବାକୁ ପାଉଛନ୍ତି ।
ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ପ୍ଲାଟ ଫର୍ମ ଯାହାଦ୍ଵାରା ଲୋକମାନେ ଅନେକ ପ୍ରକାରର ଘଟଣା ଜାଣି ପାରୁଛନ୍ତି ଆଉ ଏହାସହ ଲୋକମାନେ ଅନେକ ପ୍ରକାରର ଭିଡିଓ କରି ସେୟାର କରୁଛନ୍ତି ।
ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣମାନଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି । ଯୁବତୀ ଜଣକ ଏଭଳି କାମ କରିବା ପୂର୍ବରୁ ଟିକେ ଭାବିବା ଦରକାର ।
ଆଜିକାଲି ଦୁନିଆରେ ଲୋକମାନେ ଏଭଳି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । ଲୋକମାନେ ଏଭଳି କାମ କରିବା ପୂର୍ବରୁ ଟିକେ ବି ନିଜ ଇଜ୍ଜତ କଥା ଭାବୁନାହାନ୍ତି ।
ଲୋକମାନେ ଏଭଳି କାମ କିପରି କରି ପାରୁଛନ୍ତି । ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଏହି ଭିଡିଓରେ ଆପଣମାନେ ଅନେକ କିଛି ଦେଖିପାରିବେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଇଞ୍ଜେକ୍ସନ ନେଉଛନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ ଇଞ୍ଜେକସନ ନେଲେ ବହୁତ ଡର ଲାଗିଥାଏ । ଇଞ୍ଜେକ୍ସନ ନେଲେ ରୋଗ ଭଲ ହୋଇଯାଏ କିନ୍ତୁ ଏହାକୁ ଅନେକ ଲୋକ ଡରି ଥାଆନ୍ତି ।
ଇଞ୍ଜେକ୍ସନ ନେବା ଦ୍ଵାରା ରୋଗ ଅତିଶୀଘ୍ର ଭଲ ହେବାର ସମ୍ଭାବନା ଥାଏ ଆଉ ଏହା ତୁରନ୍ତ କାମ କରିଥାଏ । ସେଥିପାଇଁ ଡାକ୍ତର ଇଞ୍ଜେକ୍ସନ ଦେଇଥାନ୍ତି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ମେଡିକାଲ ଆସିଥିଲେ ତାଙ୍କ ଦେହ ଭଲ ନଥିଲା । ଆଉ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେବାକୁ କହିଥିଲା ।
ଆଉ ଏହାପରେ ଏହି ଯୁବତୀ ଜଣକ ଏଭଳି କିଛି କରିଲେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବତୀଙ୍କ ସହିତ ତାଙ୍କ ସାଙ୍ଗ ଯାଇଥିଲେ । ତାଙ୍କ ସାଙ୍ଗ ଏହି ଯୁବତୀ ଜଣକ ଇଞ୍ଜେକ୍ସନ ନେବାର ଭିଡିଓ କରୁଥିଲେ ।
ଯୁବତୀ ଜଣକ ମେଡିକାଲ ଗଲେ ଆଉ ଚେୟାରରେ ବସିଲେ ଏହାପରେ ଯେତେବେଳେ ଇଞ୍ଜେକ୍ସନ ଡାକ୍ତର ବାହାର କରିଲେ ।
ସେତେବେଳେ ସେହି ଯୁବତୀ ଜଣକ ବେଡ୍ ଉପରକୁ ଗଲେ ଆଉ ଶୋଇକରି ପଛ ଦେଖାଇଲେ ଆଉ ଇଞ୍ଜେକ୍ସନ ଲଗାଇଲେ । ଏହି ଭିଡିଓରେ ଆପଣ ଏହିସବୁ ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।