Movie prime
ଭୂତିୟା ଟ୍ରେନ ହଠାତ୍ ଗାୟବ ହେଇଗଲେ ୧୦୬ ଜଣ ଯାତ୍ରୀ ସମ୍ପୂର୍ଣ ଘଟଣା ଜାଣିଲେ ଆପଣଙ୍କ ହୃଦୟ ସ୍ପନ୍ଦନ ବଢ଼ିଯିବ
 
Ghhhg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏମିତି ଅନେକ ଘଟଣା ଯାହାକି ଆଗରୁ ଆପଣ କେବେ ଜାଣି ନଥିବେ । ଆଉ ଏମିତି ଅନେକ ଘଟଣା ବିଷୟରେ ଆପଣମାନେ ସବୁ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବାକୁ ପାଇବେ । ଏହିସବୁ ଘଟଣା ସତ ହୋଇଥାଏ । ଏମିତି କିଛି ଘଟଣା ଉପରେ ଆସନ୍ତୁ ନଜର ପକାଇବା । 
ଜେନେଟିକ ଟ୍ରେନ ୧୯୧୧ ମସିହା ଜୁନ ମାସ ୧୪ ତାରିଖରେ ଇଟାଲୀ ସହରର ରୋମରେ ଅବସ୍ଥିତ ଏକ ଟ୍ରେନ କମ୍ପାନୀ ଟ୍ରେନର ମଜା ଉଠାଇବା ପାଇଁ ଲୋକମାନଙ୍କୁ ମାଗଣାରେ ଟ୍ରେନ ଯାତ୍ରା କରିବା ପାଇଁ ସୁଯୋଗ ଦେଇଥିଲା । ଏହି ଟ୍ରେନରେ ଖାଇବା ପିଇବା ବ୍ୟବସ୍ଥା ସବୁ ଏହା ଭିତରେ ଥିଲା । ଆଉ ଟ୍ରେନରେ ସବୁ ଦାୟିତ୍ବ ବୁଝିବା ପାଇଁ ୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । 
ଏହି ଟ୍ରେନ ୧୦୬ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଲା । ଟ୍ରେନ ଆଖପାଖରେ ଥିବା ସୌନ୍ଦର୍ଯ୍ୟର ଲାଭ ଉଠାଉଥିଲେ । ଏହି ୧୦୬ ଜଣ ଯାତ୍ରୀଙ୍କୁ ଧରି ଟ୍ରେନଟି ନିର୍ଦ୍ଧାରିତ ସମୟରେ ଗତି କରୁଥିଲା । ଆଉ ଏମିତି କଣ ଯେ ଘଟିଲା ଯାହା ବିଶ୍ୱସନୀୟ ଅଟେ । ଆଉ ୧୧୧ ବର୍ଷ ହେଲାଣି ବରଂ ଏହି ଘଟଣାର ରହସ୍ୟ ଆଜି ପର୍ଯ୍ୟନ୍ତ ଲୋକମାନେ ଜାଣିନାହାନ୍ତି । 
ଟ୍ରେନଟି ଏକ ସୁଡ଼ଙ୍ଗ ଭିତରକୁ ଗତି କରିବା ସମୟରେ ଟ୍ରେନ ଭିତରେ ଏକ ଘନ ଅନ୍ଧକାର ଖେଳିଗଲା । ଆଉ ଏହି ଘନ ଅନ୍ଧକାରକୁ ଦେଖି ଏକ ଟନେଲ ପାଖରେ ଦୁଇଜଣ ଯୁବକ ଟ୍ରେନରୁ ଡେଇଁ ପଡ଼ିଥିଲେ । ଆଉ ଏହି ସୁଡ଼ଙ୍ଗ ଦେଇ ଟ୍ରେନ ଆସିଲା ପରେ ଆଉ ୧୦୪ ଯାତ୍ରୀ କୁଆଡେ ଟ୍ରେନରୁ ଉଭାନ ହୋଇଯାଇଥିଲେ ବୋଲି ଜଣାପଡିଥିଲା । ଏହି ସମ୍ବନ୍ଧରେ ସେହି ଡେଇଁ ପଡ଼ିଥିବା ଦୁଇ ଯୁବକଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି ।
ଆଉ ଏହାପରେ ମେକ୍ସିକୋର ଏକ ହସ୍ପିଟାଲର ଡକ୍ଟର କହିଛନ୍ତି ସେହି ବେଳକୁ ୧୦୪ ଜଣ ଲୋକ ତାଙ୍କ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଆଉ ସମସ୍ତଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ଆଉ ତାପରେ ସେମାନେ ଯାହା କହୁଥିଲେ ଡାକ୍ତରମାନେ ବୁଝି ପାରିନଥିଲେ । ଆଉ ଏହି ଜେନେଟିକ୍ ଟ୍ରେନକୁ ନେଇ ଆଗକୁ ଆହୁରି ଅନେକ ରହସ୍ୟ ଅଛି ଯାହା ଆଜି ବି ଅଜଣା । ଆଉ ଏହି ଭିଡିଓ ଦେଖିଲେ ଆପଣ ଅନେକ ଜିନିଷ ଜାଣିପାରିବେ ।