Movie prime

ଏମିତି ଶିକ୍ଷୟତ୍ରୀ ଙ୍କୁ ଶହେ ସଲାମ ଦେଖନ୍ତୁ କେମିତି ପିଲା ମାନଙ୍କୁ ନିଜ ପିଲା ଭାବି ଖୁଆଇ ଦେଉଛନ୍ତି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଆ ଗୋଟେ ପିଲା କୁ କେତେ ଭଲ ପାଇଥାଏ। ସେ ନିଜର ସବୁ ସୁଖ ନିଜ ପିଲା ମଧ୍ୟରେ ହିଁ ପାଇଥାଏ । ଏହା ମଧ୍ୟ ଆପଣ ମାନେ ଜାଣିଥିବେ କି ବିଦ୍ୟାଳୟ ରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଦ୍ଵିତୀୟ ବାପା ମାଆ ର ଆଖ୍ୟା ଦିଆ ଯାଇଥାଏ। କାରଣ ଘରେ ସିନା ବାପା ଓ ମାଆ ପିଲାର ଲାଳନ ପାଳନ କରିଥାଆନ୍ତି।
ହେଲେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲା ର ବାପା ଓ ମାଆ ଭାବରେ ପିଲା କୁ ପାଠ ପଢ଼ାଇବା ସହ ଯତ୍ନ ମଧ୍ଯ ନେଇଥାନ୍ତି। ହେଲେ ଆପଣ ମାନେ ସୋସିଆଲ ମିଡିଆରେ କିଛି ସ୍ୱାର୍ଥପର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭିଡିଓ ଦେଖିଥିବେ ଯେଉଁ ମାନେ କି ପିଲା ମାନଙ୍କୁ ଅନେକ ହଇରାଣ କରିଥାଆନ୍ତି। ସେ ସମ୍ପର୍କିତ ଅନେକ ଭିଡ଼ିଓ ମଧ୍ଯ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥାଏ।
ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନଙ୍କ ହୃଦୟ ଆନନ୍ଦରେ ପ୍ରଫୁଳିତ ହୋଇ ଉଠିବ। କାରଣ ଏହି ଭିଡିଓ ରେ ଶିକ୍ଷୟିତ୍ରୀ ଜଣକ ଙ୍କ ତାଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ସ୍ନେହ ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ କୁ ଭଲ ଭାବରେ କିଭଳି ଭାବରେ ଏହି ଶିକ୍ଷୟିତ୍ରୀ ଜଣକ ତାଙ୍କ ବିଦ୍ୟାଳୟରେ ଥିବା ଏକ ପିଲାକୁ ଖୋଇ ଦେଉଛନ୍ତି।
ବୋଧ ହୁଏ ସେହି କୁନି ପୁଅ ଟିକୁ ନିଜ ହାତରେ ଖାଇ ଆସୁ ନାହିଁ ।ସେଥି ପାଇଁ ସେ ନିଜ ହାତରେ ଖାଇ ପାରୁନି ଶିକ୍ଷୟିତ୍ରୀ ଜଣକ ଏହା ଦେଖିବା ପରେ ତାଙ୍କ ନିଜ ହାତରେ ଖାଇବା ଗୋଳାଇ ସେହି କୁନି ପୁଅ ଟିକୁ ଖୋଇ ଦେଉଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଲୋକ ମାନେ ମଧ୍ୟ ଶିକ୍ଷୟିତ୍ରୀ ଜଣକ ଙ୍କ ଖୁବ ପ୍ରଶଂସା କରିଛନ୍ତି। ଏବଂ ସେ ଏବେ ସବୁ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।