Movie prime

ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦିବେ ବୁଲା କୁକୁର ଛୁଆକୁ ମାରିଦେଲେ ଗାଡ଼ି ଚାଳକ କାନ୍ଦି କାନ୍ଦି ମା କୁକୁର କରୁଛି ଅଝଟ - ମୋ ଛୁଆକୁ ଫେରେଇ ଦିଅ

 
Viral video
ଛୁଆ କୁ ହରାଇ କାନ୍ଦୁଚି ବୁଲା କୁକୁର। କହୁଚି ମୋ ଛୁଆ କୁ ଫେରାଇ ଦିଅ। ଗାଡ଼ି ର ଘୋଘା ଶବ୍ଦ ଭିତରୁ ଛୁଟି ଆସୁଛି କୁକୁର ଟିର କୋହ ଫଟା କାନ୍ଦ। କାନ୍ଦି କାନ୍ଦି କହୁଚି ମୋ ଛୁଆ କୁ ଟିକେ ବଞ୍ଚେଇ ଦିଅ। ମୋ ଛୁଆ କୁ ଗାଡ଼ି ପିଟି ଚାଲି ଯାଇଛି। ହେ ମଣିଷ ସମାଜ ମୋ ଛୁଆ କୁ ଟିକେ ଭଲ କରି ଦିଅ। ମାଆ କୁକୁର ପଖରେ ଆଉ ଗୋଟିଏ ଛୁଆ କୁକୁର ମାଆ କୁ ଭୁକି ଭୁକି ପଚାରୁଚୁ ମା ମୋ ଭାଇ କାଇଁ ଆଉ ଉଠୁନି। 
ହେଲେ ଦୁଇ ଜଣ ଯାକ ଜାଣି ନାହାନ୍ତି ଯେ ତାଙ୍କ ଛୁଆ ଆଉ ଏ ଦୁନିଆ ରେ ନାହିଁ। ଏ ଦୃଶ୍ୟ ଏତେ ହୃଦୟବିଦରକ ଯେ କାହାର ବି ଆଖିରେ ଲୁହ ଆସି ଯାଇପାରେ। ସେ କୁକୁର ହେଲେ କଣ ହେଲା ତାଙ୍କର ବି ଭାଵନା ରହିଛି। ତାଙ୍କୁ କଷ୍ଟ ହେଲେ ତାଙ୍କ ଆଖିରୁ ବି ମଣିଷ ଭଳି ଲୁହ ବହେ। ସେ ବି ନିଜର କୁ ହରେଇବାର ଦୁଃଖ କଣ ଜାଣି ପାରନ୍ତି। ଆଖି ରୁ ଲୁହ କୁ ନିଗିଡ଼ାଇ କାନ୍ଦି ପାରନ୍ତି। କୁହାଯାଏ କୁକୁର ମାନଙ୍କ ପାଖରେ ମଣିଷ ଭଳି ଭାଵନା ରହିଛି। 
ଆଉ ସେମିତି ଆଜି ନିଜର ଛୁଆ କୁ ହରାଇ ରାସ୍ତା ଉପରେ କାନ୍ଦୁଚି ଗୋଟିଏ ବୁଲା କୁକୁର ଏବଂ ତାର ଆଉ ଗୋଟିଏ ଛୁଆ। 
ରାସ୍ତା ରେ ମାରି ପଡ଼ିଥିବା କୁକୁର ପାଖରେ ବସି ଉପରକୁ ମୁହଁ କରି ଅନାଇ ଭଗବାନଙ୍କୁ ପ୍ରଶ୍ନ ପଚାରୁଛି। ହେ ଭଗବାନ ଏମିତି କାହିଁକି କଲେ? ମୋ ଛୁଆକୁ ମୋ ଠାରୁ କାହିଁକି ଛଡ଼ାଇ ନେଲେ। ପ୍ରତି ଥର ଭଳି ଏଥର ମଧ୍ୟ ଉପରୁ କିଛି ଉତ୍ତର ଆସୁନି। ତଥାପି ପଚାରି ଚାଲିଛି ବାରମ୍ବାର ପ୍ରଶ୍ନ । ନିର୍ଦ୍ଦୟ, ନିଷ୍ଠୁର ,ଅମାନୁଷିକ ଏଠାରେ ଯେତେ ଶବ୍ଦ ପ୍ରୟାଗ କଲେ ବି କମ୍ ପଡ଼ିବ। 
ଏ ଏମିତି ଏକ ଘଟଣା ଯାହା ମଣିଷ କୁ ପଶୁ ସହିତ ତୁଳନା କଲେ ବି କମ୍ ପଡ଼ିବ। କାରଣ ଏମାନେ ମୁହଁ ଖୋଲି ପ୍ରତିବାଦ କରି ପାରୁନଥିବାରୁ ସେମାନଙ୍କ ସହ ଅମନସିକ ବେବହାର କରୁଛି ମଣିଷ। ଏଠାରେ ସେମିତି କିଛି ଦେଖିବାକୁ ମିଳୁଛି। କେହି ଜଣେ ଗଡି ଚାଳକ ଛୁଆ କୁକୁର ଉପରେ ଗାଡ଼ି ଚଢ଼େଇ ଚାଲି ଯାଇଛି। ଯାହା ଫଳରେ ଘଟଣା ସ୍ଥଳରେ ଛୁଆ କୁକୁର ର ଦେ-ହା-ନ୍ତ ହୋଇ ଯାଇଛି। ଆଉ ଯାହାକୁ ନେଇ ରାସ୍ତା ଉପରେ ମାଆ କୁକୁର ଆଉ ଛୁଆ କୁକୁର ମୃ-ତ କୁକୁର ପାଖରେ ବସି କାନ୍ଦୁଛନ୍ତି।