Movie prime
ସମସ୍ତ ମା ଙ୍କ ପାଇଁ ପ୍ରେରଣା ସାଜିଲେ ଏହି ମା ଶେଷରେ ପିଲା କଥା ଚିନ୍ତା କରି କଲେ ଜୋମାଟୋରେ କାମ
 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି କୋଳରେ ଦୁଇଟି ଛୋଟ ଛୁଆଙ୍କୁ ଧରି ମା କରୁଛି ଫୁଡ୍ ଡେଲିଭରି ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଭାରି ଯାଉଛି। ଗୋଟେ ମା ଛୁଆ ମାନଙ୍କ ଭରଣ ପୋଷଣ ପାଇଁ କେତେ କଷ୍ଟ କରୁଛି ଏକା। ମା ର ଋଣ କେହି ସୁଝି ପାରିବେନି। ଏହି ମହିଳା କୁ ଦେଖିଲେ ମନରେ ଯେତିକି ଦୟା ଆସୁଛି। ସେତିକି ଖୁସି ମଧ୍ୟ ଲଗୁଛି ତାଙ୍କ ସଂଘର୍ଷ କୁ ଦେଖି। କାରଣ ଓଡ଼ିଶାବସୀ ଙ୍କ ପାଇଁ ସିଏ ଆଜି ପ୍ରେରଣା ସାଜିଛନ୍ତି।
ଏମିତି ମା'ଙ୍କୁ ସଲାମ୍ କରିବା କଥା କୋଳ ରେ ଦୁଇଟି ଛୋଟ ଛୁଆ ତଥାପି କେମିତି ଫୁଡ୍ ଡେଲିଭରି କରୁଛନ୍ତି ଦେଖନ୍ତୁ। ସମାଜ ପାଇଁ ପ୍ରେରଣା ସାଜିଲେ ଫୁଡ୍ ଡେଲିଭରି ମହିଳା।କୋଳ ରେ କୁନି ଝିଅ ଧରି ମା କରୁଛନ୍ତି ଫୁଡ୍ ଡେଲିଭରି। ଏହା ଦେଖି ଜୋମାଟ ବି କଲା ପ୍ରଶଂସା। ଜଣେ ପିଲା କୋଳ ରେ ଆଉ ଜାଣେ ସାଥିରେ ତଥାପି ବି ସେ ଅଡ଼ର ପହଞ୍ଚାଇବା ରେ ସେ ପୁରା ତତ୍ପର। 
ଏହି କାହାଣୀ ଟି ହଉଛି ଘରେ ନେଇ ଖାଦ୍ୟ ପହଞ୍ଚାଉଥିବା ଜାଣେ ମହିଳା ବିଷୟ ରେ ଅଟେ। ଯାହାଙ୍କର ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହୋଇଛି। ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇ ଥିଲେ ବ୍ୟକ୍ତି ଜଣଙ୍କ। ଜଣେ ଛୋଟ ଝିଅ ହୋମ୍ ଡେଲିଭାରି ମହିଳାଙ୍କ କୋଳରେ ଆଉ ଜଣେ ଛୋଟ ପୁଅ ମଧ୍ୟ ମହିଳାଙ୍କ ସାଥିରେ ଥିଲେ। ଏହା ସହିତ ହୋମ୍ ଡେଲିଭାରି ମହିଳା ଜଣଙ୍କ ନିଜ ଜୋସ୍ ର ସହିତ ବିନା କୌଣସି ଅଭିଯୋଗରେ ନିଜ କାମ କରୁଛନ୍ତି।
ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ, ଯେ କେହି ବି ଦେଖୁଛି ସେ ଏହି ଫୁଡ୍ ଡେଲିଭାରି ମହିଳାଙ୍କୁ ପ୍ରଶଂସା ନକରି ରହି ପାରୁନାହିଁ। ଖରା ରେ ବି ମହିଳା ଜଣଙ୍କ ୨ ଟି ଛୁଆଙ୍କୁ ନେଇକି ବୁଲି ବୁଲି ଫୁଡ୍ ଡେଲିଭାରି କରନ୍ତି। ସତରେ ଏମିତି ମାଆ କୁ ସଲମ୍। ଏହି ମହିଳାକୁ ଦେଖିଲେ ସମସ୍ତଙ୍କ ମନରେ ସାହାସ ଜାଗ୍ରତ ହେଇଯାଉଛି। ଏହି ମା ର ସଂଘର୍ଷ କୁ ଦେଖି ଓଡ଼ିଶାବସୀ କିଛି ଶିଖିବା ଦରକାର୍। ଜଣେ ମା ତା ଛୁଆ ପାଇଁ ସବୁ କିଛି କରିପାରେ ଯେତେ ବି କଷ୍ଟ ଆସୁ ନା କାହିଁକି।