Movie prime

ଝିଅକୁ ନେଇ ଦାଣ୍ଡିଆ ଖେଳିବାକୁ ଗଲେ ଆପଣଙ୍କ ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ଶୁଭାଶିଷ ଏବଂ ପତ୍ନୀ ଅନିଶା ଦେଖନ୍ତୁ ଏହି Video

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଲୋକ ପ୍ରିୟ ଅଭିନେତା ଶୁଭାଶିଷ ଶର୍ମା ଓ ଅନିଶା ଶର୍ମା ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସେ ଦୁହେଁ ହେଉଛନ୍ତି ଆମ ଓଡ଼ିଶାର ଆଗ ଧାଡ଼ି ର ନାୟକ ଓ ନାୟିକା ତାଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ଖୁବ୍ ପଶନ୍ଦ କରିଥାଆନ୍ତି। ସେଥି ପାଇଁ ତାଙ୍କର ପ୍ରାୟ ଭିଡିଓ ମଧ୍ଯ ସୋସିଆଲ ମିଡ଼ିଆରେ ଅନେକ ଭାଇରାଲ ହୋଇଥାଏ।
ସୁଭାଶିଷ ଓ ଅନିଶା ଙ୍କ ଗୋଟେ ଝିଅ ମଧ୍ୟ ଅଛି ଯେକି ଅନେକ ସୁନ୍ଦର୍ ଦେଖିବା ପାଇଁ। ଏବଂ ତାର ନାମ ହେଉଛି ଭିୟୋନା ପ୍ରତ୍ୟେକ ଥର ମାଆ ଆନିଶା ତାଙ୍କ ଝିଅ ଭିୟୋନା ଙ୍କ ସହ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ। ଏବଂ ସେହି ଭିଡିଓ ଗୁଡିକ ମଧ୍ୟ ଲୋକ ମାନେ ଦେଖିବାକୁ ଖୁବ୍ ପଶନ୍ଦ କରୁଥିବା ବେଳେ ସୋସିଆଲ ମିଡିଆରେ ସେଗୁଡ଼ିକ ଖୁବ୍ ଭାଇରଲ ମଧ୍ଯ ହୋଇ ଥାଏ।
ସୁଭାଶିଷ ଏବେ ଅନେକ ମ୍ୟୁଜିକ୍ ଭିଡ଼ିଓରେ ନଜର ଆସୁଛନ୍ତି। ଏବଂ ତାଙ୍କ ଆଲବମ କୁ ଦର୍ଶକ ମାନେ ମଧ୍ଯ ଖୁବ୍ ଭଲ ପାଇବା ଦେଉଛନ୍ତି । କାରଣ ଲୋକ ମାନେ ତାଙ୍କୁ ହିରୋ ଭୂମିକାରେ ଦେଖିବା ପାଇଁ ଖୁବ୍ ପଶନ୍ଦ କରୁଛନ୍ତି। ହେଲେ ଆନିଶା ଏବେ ତାଙ୍କ ଝିଅ ସହ ଅନେକ ସମୟରେ ସମୟ ବିତାଉଛନ୍ତି। ଏବଂ ସେ ବିତାଉ ଥିବା ପ୍ରାୟ ସମୟର ଭିଡିଓ ସେ ସୋସିଆଲ ମିଡ଼ିଆରେ ରେ ପୋଷ୍ଟ ମଧ୍ଯ କରୁଛନ୍ତି।
ଏବେ ନିକଟରେ ଆନିଶା ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁ ଥିରେ ସେ ଓ ତାଙ୍କ ଝିଅ ଭିୟୋନା ଉଭୟ ଦଣ୍ଡିଆ ଖେଳୁଛନ୍ତି। ଏବଂ ଏହି ଭିଡିଓ ମଧ୍ଯ ଏବେ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏବେ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। ତେବେ ଏହା ଆପଣଙ୍କୁ କିଭଳି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୂଳିବେନି।