Movie prime

ପୁରୁଣା କାଳର ସୁର୍ଯ୍ୟ ମନ୍ଦିର କୋଣାର୍କ ବହୁ ଆଗରୁ ଥିଲା ସ୍ଥିତି ଏମିତି ଦେଖନ୍ତୁ ପ୍ରଥମ ଥର କୋଣାର୍କ ମନ୍ଦିର ଭିତର ବିରଳ ଫଟୋ

 
Sun temple
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ପର୍ଯ୍ୟଟନ ସ୍ଥାନ ଯଥା ମନ୍ଦିର, ପାର୍କ, ଜଙ୍ଗଲ ଇତ୍ୟାଦି ସ୍ଥାନ ଗୁଡିକ ଦେଖିଥିବେ ।
ଆଉ ଏବେ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଭିଡିଓ ମଧ୍ୟ ପାଇପାରିବେ । ଏହି ଭିଡିଓ ଆପଣଂକ ମନରେ ଅନେକ ପ୍ରକାରର ଭାବନା ସୃଷ୍ଟି କରିଥାଏ।  
ଆଉ ଆପଣମାନେ ସମସ୍ତେ ଓଡ଼ିଶାର ଅନେକ ପ୍ରକାରର ଦର୍ଶନୀୟ ଆଉ ପର୍ଯ୍ୟଟନ ସ୍ଥାନ ବିଷୟରେ ଜାଣିଥିବେ । କୌଣସି ଏକ ସ୍ଥାନକୁ ଗଲେ ଲୋକମାନେ ବହୁତ ଖୁସି ହୋଇଥାନ୍ତି ।
ଆଉ ମନ ମଧ୍ୟ ଭଲ ରହିଥାଏ । ଆଉ ମାଇଣ୍ଡ ଫ୍ରେସ ରହିଥାଏ । ଆଉ ଏମିତି ସବୁ ଅନେକ ପ୍ରକାରର ଦର୍ଶନୀୟ ଆଉ ତାର ମହତ୍ତ୍ଵ ବିଷୟରେ ଜାଣିବା ଦ୍ବାରା ଆମକୁ ଅଧିକ ଭଲ ଲାଗିଥାଏ । 
ଆପଣମାନେ ସମସ୍ତେ ତ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥାନ ବା ଦର୍ଶନୀୟ ସ୍ଥାନ କୋଣାର୍କ ମନ୍ଦିର ବିଷୟରେ ଶୁଣିଥିବେ । ଏହା ମଧ୍ୟ ବହୁତ ପ୍ରସିଦ୍ଧ ମନ୍ଦିର ଅଟେ । ଆଉ ଏଠାରେ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ ।
ଆଉ ଏହି ମନ୍ଦିର ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ତିଆରି କରାଯାଇଥିଲା । ଏହାର କାରୁକାର୍ଯ୍ୟ ଉନ୍ନତ ମାନର ଅଟେ ।ଆଉ ଏବେ ଏହାର ସୌନ୍ଦର୍ଯ୍ୟ ଦୁଇଗୁଣ ହୋଇଯାଇଛି । ଆଉ ଏଠାକୁ ସବୁବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । 
ଆଉ ଏହି ମନ୍ଦିର ବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଗରୁ ବା ପୁରାତନ ଯୁଗରେ ବହୁତ ଖରାପ ଦେଖା ଯାଉଥିଲା । ଏହାର ପାଖରେ କୌଣସି ପ୍ରକାରର ଘାସ ବଗିଚା କି କୌଣସି ସ୍ଥାନ ଦେଖାଯାଉଥିଲା । ଆଉ କେବଳ ପଥରରେ ତିଆରି ସେହି ମନ୍ଦିରଟି ଥିଲା ।
ଆଉ ଏବେ ଏହାର ପୂର୍ବତନର ଚିତ୍ରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ସେବେଳର ଆଉ ଏବେକାର କୋଣାର୍କ ମନ୍ଦିର ଭିତରେ ବହୁତ ତଫାତ ଦେଖାଯାଉଛି ।