Movie prime

ଅର୍ଚ୍ଚନା ନାଗ ଙ୍କୁ ନେଇ ଆସିଲା ପୁଣି Sura Routray ଙ୍କ ପ୍ରତିକ୍ରିୟା ମରମ କଥା କହିଲେ ସୁର ଦେଖନ୍ତୁ କଣ କହିଲେ

 
Special Report
ଆପଣମାନେ କଂଗ୍ରେସ ନେତା ସୁର ରାଉତ ରାୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ଏଭଳି କଥା କହିଥାନ୍ତି ଯିଏ ଶୁଣନ୍ତି ସେମାନେ ହସି ଥାନ୍ତି।ବର୍ତ୍ତମାନ ବ୍ଲାକ ମେଲର ଅର୍ଚ୍ଚନା ଯେପରି ବଡବଡିଆ ଓ କୋଟିପତି ଲୋକ ମାନଙ୍କ ଠାରୁ ବ୍ଲାକ ମେଲ୍ କରି ପଇସା ଲୁଟିଛନ୍ତି ସେହି ବିଷୟରେ ଗଣମାଧ୍ୟମ ସାମ୍ନାରେ ସୁର ଭାଇ ଅର୍ଚ୍ଚନା ଙ୍କୁ ଏଭଳି କଥା କହିଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକମାନେ ବହୁତ ହସୁଛନ୍ତି।
ସୁର ଭାଇ କହିଛନ୍ତି ଯେ ଅର୍ଚ୍ଚନା ଙ୍କ ର କେତେ ଲିଙ୍କ୍ ଅଛି ସେ ଜାଣି ପାରୁ ନାହାଁନ୍ତି। ପୁରୀ ଗଲାବେଳେ ଅଠର ନଳା କିନ୍ତୁ ଏବେ ସେ ଯାହା ଦେଖୁଛନ୍ତି ଏଠାରେ କେତେ ନଳା ରହିଛି ତାହା ସୀମା ଭିତରେ ନାହିଁ।ଚାରି ବର୍ଷ ଭିତରେ ଅର୍ଚ୍ଚନା ଯେତିକି ସମ୍ପତି କରିଛନ୍ତି ତାହା ଟାଟା ବିର୍ଲା କରିପାରିବେ ନାହିଁ ବୋଲି ସୁର ଭାଇ କହିଛନ୍ତି।ସୁର ଭାଇ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।କାରଣ ସରକାର କଡାକଡି ଭାବରେ କେଶ୍ କରିଛନ୍ତି।
କଡାକଡି ଭାବରେ ଏହି ମାମଲାଟି ତଦନ୍ତ କରାଯାଉ ବୋଲି କହିଛନ୍ତି। କେଉଁ ଦଳର ନେତା ଅଛନ୍ତି,କିଏ କେତେ ବାଟ ଯାଇଛନ୍ତି ଏବଂ କେଉଁ ଆଇ ଏ ଏସ,ଇଞ୍ଜିନିୟର,ଡାକ୍ତର,ଶିଳ୍ପପତି ଓ ଯେଉଁ ନେତାମାନେ ଏଥିରେ ଅଛନ୍ତି ସେମାନଙ୍କୁ ତଦନ୍ତ କରାଯାଇ ସାମ୍ନାକୁ ଆଣନ୍ତୁ।କିଏ କେଉଁଠି କଣ କରୁଥିବେ ତାହା କେହି କହିପାରିବେ ନାହିଁ।ଅର୍ଚ୍ଚନା ଙ୍କ ର ବହୁତ ଶକ୍ତି।ସେ କେତେବେଳେ ପ୍ରଧାନ ମନ୍ତ୍ରୀ ହୋଇଯାଇଥିବେ କେହି ଜାଣି ପାରିବେ ନାହିଁ।
କେବଳ ସେତିକି ନୁହେଁ ଅର୍ଚ୍ଚନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ କେତେବେଳେ ହୋଇଯିବେ।ସୁର ଭାଇ ଙ୍କ କଥା ଶୁଣିବା ପରେ ଦର୍ଶକ ମାନେ ଅନେକ ମନ୍ତବ୍ୟ ଦେଇଛନ୍ତି।ସୁର ଭାଇ ଏହିଭଳି ଭାବରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.