Movie prime

ପାଣିରେ ବେହାଲ ହେଲେଣି Surat ବାସିନ୍ଦା ଭୟଙ୍କର ପରିସ୍ଥିତି ବଦଳି ଗଲାଣି ସୁରଟ ସହର ନକ୍ସା ଦେଖିଲେ ବିଶ୍ୱାସ କରିପାରିବେନି

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଦେଶ ବିଦେଶର କୋଣ ଅନୁକୋଣରେ ଘଟୁଥିବା ଘଟଣା ବିଷୟରେ ଜାଣି ପାରୁଥିବେ ।
ଆପଣମାନେ ତ ଜାଣିଥିବେ ଏବେ ରାଜ୍ୟ ସାରା ପ୍ରବଳ ବର୍ଷା ହେଉଛି । ଆଉ ଏହି ବର୍ଷା, ବନ୍ୟା ଆଉ ବାତ୍ୟା ଏହିସବୁ ହେଉଛି ପ୍ରାକୃତିକ ବିପର୍ଯ୍ୟୟ । ଏହା କେତେବେଳେ ହେବ ସେକଥା କିଏ ବା ଜାଣିଛି ।
ଆଉ ଏହିସବୁ ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଭୟଙ୍କର ରୂପ ନିଏ ସେତେବେଳେ ସମସ୍ତେ ବହୁତ ହଇରାଣ ହୁଅନ୍ତି ।
ଏହି ବନ୍ୟା ଜନସମାଜର ରହଣି ସହଣୀ ଉପରେ ଅନେକ ପ୍ରକାରର ପ୍ରଭାବ ପକାଇଥାଏ । ଆଉ ଏହା ଅଧିକ ହେବା ଦ୍ୱାରା ଏହାର ପ୍ରଭାବରେ ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । 
ବନ୍ୟା ଯୋଗୁଁ ଅର୍ଥାତ୍ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯାଏଁ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୁରଟର ବାସିନ୍ଦା ।ପାଣି ସୁଅରେ ଭାସି ଯାଉଛି ଘରର ସବୁ ସାମଗ୍ରୀ ।
ରାସ୍ତା ଉପରେ ଚାଲୁଛି ଛାତିଏ ଛାତିଏ ପାଣି । ଆଉ ଏହାକୁ ପାର ହୋଇ ରାସ୍ତା ପାର ହେଉଛନ୍ତି ଲୋକମାନେ । ଏତେସବୁ ବର୍ଷା ପରେ ମଧ୍ୟ ବର୍ଷା କମୁନାହିଁ । ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ବହୁତ ଅସୁବିଧା ପାଉଛନ୍ତି । 
ଅହମଦାବାଦ, ନାଦିଆ ଏବଂ ଖେରା ଭଳି ଅଞ୍ଚଳରେ ବିଦ୍ୟାଳୟରେ ପାଣି ପଶିଛି ଆଉ ପାଠପଢା ବନ୍ଦ କରାଯାଇଛି । ଆଉ ଟ୍ରେନ ଲାଇନ୍ ଉପରେ ପାଣି ରହିଛି ।
ଆଉ ସେଥିପାଇଁ ଟ୍ରେନ ଯାତ୍ରା ମଧ୍ୟ ବନ୍ଦ ରହିଛି । ଏବେ ସବୁଆଡେ ବନ୍ୟା ବା ଭୀଷଣ ବର୍ଷାର ସ୍ଥିତି ଉପୁଜିଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ କର୍ଣ୍ଣାଟକ ଭଳି ଉପକୂଳ ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଛି । ଆଉ ଲୋକମାନେ ବହୁତ କ୍ଷୟକ୍ଷତିର ସାମନା କରିଛନ୍ତି ।