Movie prime

ସମ୍ନାକୁ ଆସିଲା Swiggy Zomato ବନ୍ଧୁତା ସାହାର୍ଯ୍ୟ ହାତ ବଢାଇଲେ ଜୋମାଟୋ Boy ଦେଖନ୍ତୁ ଏହି ନିଆରା ଦୃଶ୍ୟ

 
Zomato Swigy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ଦେଖିଥିବେ । ଆଉ ଆପଣମାନେ ତ ଆଜିକା ଯୁଗରେ ପ୍ରକୃତ ବନ୍ଧୁତା କଣ ଜାଣିନଥିବେ ।
ପ୍ରକୃତ ବନ୍ଧୁ ଆଜିକା ଦୁନିଆରେ ମିଳିବା ଅସମ୍ଭବ । ଆଉ ଆଜିକା ସମାଜରେ ଯେଉଁ ପ୍ରକାରର ବନ୍ଧୁତା ତାହା କହିଲେ ନସରେ । ଆଉ ଆଜିକା ସମାଜରେ ପ୍ରକୃତ ବନ୍ଧୁ ମିଳିବା ବହୁତ କଷ୍ଟକର ଅଟେ । 
ଆଉ ପ୍ରକୃତ ବନ୍ଧୁ ସାରା ଦୁନିଆରେ ମିଳିବା ଅସମ୍ଭବ ଅଟେ । କିନ୍ତୁ ଆଜିକା ଦୁନିଆରେ ମଧ୍ୟ ପ୍ରକୃତ ବନ୍ଧୁ ଆଉ ବନ୍ଧୁତା ବହୁତ କମ୍ ଅଛି ।
ଆପଣମାନେ ସମସ୍ତେ ଏହାର ଏକ ଉଦାହରଣ ଏହି ଭିଡିଓରେ ଦେଖିବାକୁ ପାଇବେ । ଏହି ଘଟଣାଟି ଘଟିଛି ଦିଲ୍ଲୀ ସହରରେ । ଆଉ ଏହି ଭିଡିଓ ଦେଖିଲା ପରେ ଆପଣମାନେ ବିଶ୍ବାସ କରି ପାରିବେନି କି ଦୁନିଆରେ ଏମିତି ବନ୍ଧୁତା ଆଜି ବି ବଞ୍ଚିଛି । 
ଏହି ଭିଡିଓରେ ଆପଣମାନେ ଦେଖିବେ ଯେ ଜଣେ ସ୍ଵିଗି ବୟ ଆଉ ଜଣେ ଯୋମାଟୋ ବୟ ତାଙ୍କର ଅଲଗା ଅଲଗା କମ୍ପାନୀ । କିନ୍ତୁ ସେମାନେ ଦୁଇଜଣ ଏକାଠି ରହୁଛନ୍ତି । ଆଉ ଏକାଠି ସାଥୀ ମଧ୍ୟ ଅଟନ୍ତି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣ ଦେଖିବେ ଯେ ଜୋମାଟୋ ବୟ ଜଣକ ସାଇକେଲରେ ଯାଉଛନ୍ତି । ଆଉ ସ୍ଵିଗି ବୟ ବାଇକରେ ଯାଉଛନ୍ତି । 
ଆଉ ସ୍ଵିଗି ବୟ ଯୋମାଟୋ ବୟର ହାତକୁ ଧରି ଏକାଠି ଦୁଇଜଣ ମିଶି କରି ଯାଉଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଯାହା ବହୁତ ଲାଇକ ମଧ୍ୟ ପାଇଛି । ଆଉ ଏହି ଭିଡିଓ ଦେଖିଲେ ଯିଏ କେହି ନା କହିବେ ୟେ ଦୋସ୍ତି ହାମ ନେହିଁ ତୋଡେଙ୍ଗେ । ଏହାଥିଲା ବନ୍ଧୁତାର ଏକ ଉଦାହରଣ ।