Movie prime

ଡାଇନୋସର ଯୁଗ ରୁ ବି ପୂର୍ବ ର ଜୀବ ମିଳିଲା, ଏହି ଜୀବ ର ଅଛି ୩ ଟି ଆଖି, ଲୋକେ କହିଲେ କଳିଯୁଗ ଶେଷ ଆସିଗଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଜୀବଜନ୍ତୁମାନଙ୍କର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଭିଡିଓ ଆପଣମାନେ ଦେଖିପାରିବେ । ଲୋକମାନେ ଅନେକ ସ୍ଥାନ ବୁଲିବାକୁ ଯାଇଥାନ୍ତି ।
ଆଉ ସେହି ଅଞ୍ଚଳରେ ଅନେକ ପ୍ରକାରର ଜିନିଷ ସେମାନେ ଦେଖିଥାନ୍ତି । ଏବେ ସୋସିଆଲ ମିଡିଆରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବକ ବୁଲିବାକୁ ଯାଇଥିଲେ ।
ଆଉ ସେ ସେଠାରେ ଅନେକ ପ୍ରକାରର ଜୀବଜନ୍ତୁଙ୍କୁ ଦେଖୁଥିଲେ । ସେ ସେଠାରେ ଅନେକ ପୁରାତନ ୫୫ କୋଟି ବର୍ଷ ପୂର୍ବର ଜୀବଜନ୍ତୁଙ୍କୁ ଦେଖିବାକୁ ପାଇଥିଲେ ।
ସେହି ବ୍ୟକ୍ତି ଜଣକ ଆମେରିକାର ଏରୋଜିମା ଅଞ୍ଚଳରେ ଥିବା ପ୍ରସିଦ୍ଧ ପାହାଡ ଉପରକୁ ଯାଇଥିଲେ । ଏହି ବ୍ୟକ୍ତି ଜଣକ ପେଶାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଅଟନ୍ତି ।
ସେହି ପାହାଡ ଅଞ୍ଚଳରେ ସେ ଏକ ପୋଖରୀ ଦେଖିଲେ । ଆଉ ସେଠାରେ ସେ ଅନେକ ପ୍ରକାରର ଜଳଚର ଜୀବ ଦେଖିଲେ ।
ସେ ସେଠାରେ ଟ୍ରାୟଓପ୍ସ ନାମକ ଏକ ଜୀବ ଦେଖିଲେ । ଯାହା ଡାଇନୋସର ସମୟର ପୂର୍ବରୁ ଅଟେ । ସେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
ଆଉ ସେହି ଜୀବମାନେ ପାଣିରେ ପହଁରୁଥିଲେ । ସେହି ଯୁବକ ବା ବ୍ୟକ୍ତି ଜଣଙ୍କ ନାମ ଉଦାର । ସେ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଥିଲେ ।
ଆଉ ଲେଖିଥିଲେ ଏହି ବେଳାଭୂମିରେ ଥିବା ଏକ ପୋଖରୀରେ ତାଙ୍କୁ ଏହି ଜୀବନ୍ତ ଜୀବ ମିଳିଥିଲା । ଆଉ ଏହି ଜୀବ ଦେଖିବାକୁ ବହୁତ ବିଚିତ୍ର ଅଟେ । 
Special report
ଏହି ଜୀବର ତିନୋଟି ଆଖି ଅଛି । ଏହି ଜୀବଟିର ଗୋଟିଏ ବଡ ଆଖି ଆଉ ତାର ଦୁଇପାଖେ ଦୁଇଟି ଛୋଟ ଛୋଟ ଆଖି ଅଛି । ଏହି ଜୀବକୁ ଗ୍ରୀକ୍ ଭାଷାରେ ଟ୍ରାୟଓପ୍ସ କୁହାଯାଏ ।
Special report
ଏହି ଜୀବର ଛୋଟ ଆଖିରେ ଫୋଟରିସେପ୍ସର୍ସ ରହିଥାଏ । ଯାହା ଆଲୋକ ପ୍ରଦାନ କରିବାରେ ସହାୟକ ହୋଇଥାଏ । ଏହା ବେଶି ବଡ ଜୀବ ନୁହେଁ କିନ୍ତୁ ଏହା ବହୁତ ପୁରୁଣା ଯୁଗରୁ ଅଛି ।
Special report
ଏହା ଡାଇନୋସର ଯୁଗର ପୂର୍ବବର୍ତ୍ତୀ ବୋଲି ଜଣାପଡିଛି । ଏହି ଜୀବର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।