Movie prime

ସବୁ ସତ ସାମ୍ନାକୁ ଆଣିଲେ ବାବୁସାନ୍ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଦେଖନ୍ତୁ କଣ ରଖିଲେ ମତ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ

 
Babushan Trupti
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ସୋସିଆଲ ମିଡିଆରେ ଚାଲିଥିବା ଘଟଣା ଯାହାକି ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ଆଉ ଅଭିନେତାଙ୍କୁ ନେଇ ଆସିଛି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଆଉ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । 
ଆଉ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି ଖବର ବିଷୟରେ ବାବୁଶାନଙ୍କ ସ୍ତ୍ରୀ ବଡ ଖୁଲାସା କରିଛନ୍ତି ।
ସେ କହିଛନ୍ତି ମୁଁ ବହୁତ ଦିନ ଆଗରୁ ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କ ଭଲପାଇବା ବିଷୟରେ ଶୁଣିଥିଲି । ଆଉ ମୁଁ ତାଙ୍କୁ ଅନେକ ଥର ଧରିଥିଲି ମଧ୍ୟ । ଆଉ ଏହି ସମ୍ପର୍କରେ ମୁଁ ବାବୁଙ୍କୁ ପଚାରିଥିଲି ।
ବାବୁଶାନଙ୍କ ସ୍ତ୍ରୀ କହିଛନ୍ତି ମୁଁ ୩, ୪ ଥର ତାଙ୍କୁ ଏକାଠି ଦେଖିଛୁ । ଆଉ ମୁଁ ମୋ ପରିବାର ବାବୁଶାନଙ୍କୁ ବହୁତ ବୁଝେଇଛି । ଆଉ ସେ କିଛି ବୁଝନ୍ତି ନାହିଁ । ଆଉ ସେ ରାତି ହେଲେ ଘରୁ ବାହାରି ଯାଆନ୍ତି ।
ଆଉ ଏହିସବୁ ଘଟଣା ବିଷୟରେ ସେ କାହାକୁ କିଛି କୁହନ୍ତି ନାହିଁ କାରଣ ସେ ବାବୁଶାନଙ୍କ ଇମେଜ ଖରାପ କରିବାକୁ ଚାହୁଁ ନାହାନ୍ତି । 
ଆଉ ପ୍ରକୃତି ମିଶ୍ର ବାବୁଶାନଙ୍କୁ ବହୁତ ଧମକ ଦେଉଥିଲେ । ଆଉ ସେ ହାତ କାଟିବା, ଛାତରୁ ଡେଇଁ ପଡିବା ଆଦି ଧମକ ବାବୁଶାନଙ୍କୁ ଦେଉଥିଲେ । ଆଉ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ବାବୁଶାନ୍ ଙ୍କ ସ୍ତ୍ରୀ ଆଉ ପରିବାର ବହୁତ ବୁଝାଇଛନ୍ତି ।
କିନ୍ତୁ ସେ କିଛି ବୁଝୁନଥିଲେ । ଆଉ ପ୍ରକୃତି ମିଶ୍ରଙ୍କ ପରିବାର ଲୋକେ କହିଥିଲେ କି ତମେ କେସ ମଧ୍ୟ ଦିଅ ଏହି ଉପରେ । ଏହିସବୁ ଖୁଲାସା କରିଛନ୍ତି ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି ।