Movie prime
ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି କୁନି ପିଲାର ଭାଷଣ ଭିଡିଓ ଦେଖନ୍ତୁ ଆପଣ ଦେଖିଲେ ଆଶ୍ଚର୍ୟ୍ଯ ହେଇଯିବେ
 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏଭଳି କିଛି ଭିଡ଼ିଓ ଦେଖିଥିବେ ଯାହାକି ଆପଣ ମାନଙ୍କୁ ଖୁବ୍ ପଶନ୍ଦ ଆସିଯାଇଥିବ। ସେଥି ମଧ୍ୟରୁ କିଛି କୁନି କୁନି ପିଲା ମାନଙ୍କର ମଧ୍ଯ ଥିବା ଯାହାକି ଅତି ମନୋରଞ୍ଜନ କର ହୋଇଥାଏ। ପ୍ରାୟ ସମୟରେ ସେହି କୁନି ପିଲା ମାନଙ୍କ ଭିଡ଼ିଓ ଦେଖି ଆମେ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥାଉ।
ଏଭଳି ଅନେକ କୁନି ପିଲା ମାନେ ନିଜ ବୁଦ୍ଧି ଓ ପରଜ୍ଞାମତା ବଳରେ ଅନ୍ୟକୁ ଆଶ୍ଚର୍ଯ୍ୟ ଚକିତ କରି ପକାଇ ଥାଆନ୍ତି। ଏବେ ଏଭଳି ଏକ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ପିଲାଟିକୁ ସାବାସି ନଦେଇ ରହି ପାରିବେ ନାହିଁ। ତେବେ ଆପଣ ମାନେ ଜାଣିଥିବେ କି ସ୍ବାଧିନତା ଦିବସରେ ପ୍ରତ୍ୟେକ ପିଲା ଭାଷଣ ଦେଇଥାନ୍ତି।
ଏଭଳି ଗୋଟେ କୁନି ଝିଅ ମଧ୍ୟ ଭାଷଣ ଦେଉଛନ୍ତି ଏବଂ ସେ ଏଭଳି ଶୈଳୀ ରେ ତାଙ୍କ ଭାଷଣ କୁ ପରିବେଷଣ କରୁଛନ୍ତି । ଅନେକ ଲୋକ ମାନେ ତାଙ୍କ ଭାଷଣ ଦ୍ବାରା ମୁଗ୍ଧ ମଧ୍ଯ ହୋଇ ଯାଉଛନ୍ତି। କାରଣ ସେ ଆମ ଦେଶ ସମ୍ପର୍କ ରେ ଏଭଳି କିଛି କଥା କହୁଛନ୍ତି ଯାହା ହୃଦୟ କୁ ସ୍ପର୍ଶ କରୁଛି। ଏବେ ଏହି କୁନି ଝିଅ ଜଣକ ଏତେ ଛୋଟ ବୟସ ରୁ ଏଭଳି ଭାବରେ ଭାଷଣ ଦେଉଛନ୍ତି ବଡ଼ ହେଲେ ନିଶ୍ଚିତ ଭାବରେ ସେ ଏକ ଭଲ ବକ୍ତା ହେବେ।
କୁନି ଝିଅ ଜଣକ ଭାଷଣ ଶୁଣି ମଧ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ଖୁସି ହୋଇ ତାଳି ମଧ୍ୟ ମାରୁଛନ୍ତି। ଏହି କୁନି ଝିଅ ଜଣକ ମଧ୍ୟ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ଏହାକୁ ଖୁବ୍ ପଶନ୍ଦ କରିବାରେ ଲାଗି ପଡିଛନ୍ତି। ଏବଂ ଲୋକ ମାନେ ମଧ୍ୟ ଯୁବତୀ ଜଣକ ଖୁବ୍ ପ୍ରଶଂସା କରିଛନ୍ତି।