Movie prime

ବୁଢ଼ୀ ମାଉସୀ ଗାଇଲେ ଏମିତି ଗୀତ ଶୁଣିଲେ ହସି ହସି ଗଡିଯିବେ ଦେଖନ୍ତୁ କେଉଁ ଗୀତ ଗାଇଲେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ। ଆଜି କାଲି ଗୋଟେ ସାଧାରଣ ଭିଡ଼ିଓ ମଧ୍ଯ ଖୁବ୍ ଭାଇରାଲ ହୋଇ ଯାଉଛି। ସେଥି ମଧ୍ୟରୁ ଅନେକ ବୃଦ୍ଧ ଓ ବୃଦ୍ଧା ଲୋକ ମାନଙ୍କ ଭିଡିଓ ମଧ୍ଯ ଦେଖିଥିବେ। ସେଗୁଡ଼ିକ ମଧ୍ୟ ଖୁବ୍ ଭାଇରାଲ ହୋଇଥାଏ।
ତେବେ ଆଜି ଆମେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡ଼ିଓ କୁ ଭଲ ଭାବରେ ଦେଖନ୍ତୁ ଏହି ବୃଦ୍ଧା ଜଣକ କିଭଳି ଭାବରେ ଗୀତ ଗାଉଛନ୍ତି। ତାଙ୍କୁ ଦେଖିକି ଖୁବ୍ ଖୁସି ମଧ୍ଯ ଲାଗୁଛି। ବୟସ ସିନା ହୋଇ ଯାଇଛି ହେଲେ ମନରେ ତାଙ୍କର ଗୀତ ଗାଇବାର ନିଶା ସମ୍ପୂର୍ଣ ଭାବରେ ବଞ୍ଚି ରହିଛି। ସେ ନିଜେ ଏକ ଗୀତ ପରିବେଷଣ ଯାହାକି ହେଉଛି ,
ଆମ ଓଡିଆ ମାନଙ୍କର ତଥା ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଗୀତ ଯାହାକି ହେଉଛି “ରଙ୍ଗବତୀ ରଙ୍ଗବତୀ କନକ ଲତା"। ଏହି ଗୀତ ଟିକୁ ବୃଦ୍ଧା ମାଆ ଜଣକ ଖୁବ୍ ସୁନ୍ଦର ଭାବରେ ଗାଇଛନ୍ତି। ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି ,ପାଟିରେ ମଧ୍ଯ ଆଉ ଗୋଟେ ହେଲେ ବି ଦାନ୍ତ ନାହିଁ। ହେଲେ ଗୀତ ଗାଇବା ର ସୋଉକ୍ ସେ ଆଜିବି ନିଜ ମନ ଭିତରୁ ଭୂଲି ପାରି ନାହାଁନ୍ତି। ତାଙ୍କୁ ଏଭଳି ଦେଖି ମନ ମଧ୍ୟରେ ଏକ ନୂତନ ଆଶାର ଉନ୍ମୋଚନ ହେଉଛି।
ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଏହାକୁ ଅନେକ ଲୋକ ମାନେ ଦେଖି ସାରି ଛନ୍ତି , ଅନେକ ଲୋକ ଲାଇକ ମଧ୍ଯ କରିଛନ୍ତି ଏଥି ସହ ଅନେକ ଲୋକ କମେଣ୍ଟ ଓ ସେୟାର ମଧ୍ୟ କରିଛନ୍ତି। ଏହି ଭିଡ଼ିଓ ଟିକୁ ଦେଖି ସାରିବା ଲୋକ ମାନେ ମଧ୍ୟ ଭରପୁର ପ୍ରଶଂସା କରିଚାଲିଛନ୍ତି। ଆପଣଙ୍କୁ ଏହା କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଭୁଲିବେନି।