Movie prime

ଦୁନିଆର ସବୁ ପୁଅ ଝିଅଙ୍କ ଆଖି ଖୋଲିଦେଲେ ଏହି ମହିଳା ଦେଖନ୍ତୁ ଏହି Viral Video

 
fffffffffff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥିବେ ତେବେ ଅନେକ ପ୍ରକାରର ଭିଡିଓ ମାନ ଦେଖିଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଜାହାକୁ ଦେଖିଲା ପରେ ଆପଣ ମାନେ ଭାବିବେ ସତରେ ଏହି ଭଉଣୀ ଜଣକ ନିରାଟ ସତ୍ୟ କଥା କହୁଛନ୍ତି।

ବନ୍ଧୁଗଣ ଭିଡିଓ ରେ ଥିବା ଏହି ଭଉଣୀ ଜଣକ କହିଛନ୍ତି କି ସମସ୍ତେ କହିଥାନ୍ତି ପୁଅ ଓ ଝିଅ ସମାନ ଅଟନ୍ତି ହେଲେ ଏହା ହୋଇ ନଥାଏ । ଯଦି ଗୋଟେ ପୁଅ ଗାମୁଛା କି ହାପ ପ୍ୟାଣ୍ଟ୍ ପିନ୍ଧିି ବୁଲେ ତେବେ ତାଙ୍କୁ କିଛି କୁହା ଯାଇ ନଥାଏ ତେବେ ସେହି ଜାଗାରେ ଯଦି ଗୋଟେ ଝିଅ ଶର୍ଟ ପ୍ୟାଣ୍ଟ୍ ବି ପିନ୍ଧିଥାଏ ତାକୁ ଖରାପ୍ ଦୃଷ୍ଟି ରେ ଦେଖାଯିବା ସହ ନାହିଁ ନଥିବା କଥା ସବୁ କୁହା ଯାଇଥାଏ।

ସେହି ପରି ଭାବରେ ଯଦି ଗୋଟେ ଝିଅ ପୁଅ ପିଲାଙ୍କ ଭଳି ଅବୁଷଣ ପିନ୍ଧି। ପୁଅ ପିଲାଙ୍କ ଷ୍ଟାଇଲ ସବୁ କରିଥାଏ ତେବେ ସେମାନଙ୍କୁ ଷ୍ଟାଇଲିଷ୍ଟ କୁହା ଯାଇଥାଏ। ଏବଂ ଯଦି ଏହି ସମାନ କାର୍ଯ୍ୟ ଗୋଟେ ପୁଅ କରିଥାଏ ତେବେ ତାକୁ ଏକ ମାଇଚିଆ ର ଆଖ୍ୟା ଦିଆ ଯାଇଥାଏ। ପୁଅ ପିଲା କେବେ ହେଲେ ମଧ୍ୟ ଝିଅ ପିଲାଙ୍କ ଜୀବନ ଓ ଝିଅ ପିଲା କେବେ ହେଲେ ମଧ୍ୟ ପୁଅ ପିଲା ଭଳି ହୋଇ ପାରିବେ ନାହିଁ ।

ଝିଅ ଝିଅ ସ୍ଥାନରେ ଠିକ ରେ ରହିବା ଉଚିତ। ଓ ପୁଅ ପୁଅ ସ୍ଥାନ ରେ ଠିକ୍ ରେ ରହିବା ଉଚିତ ଅଟେ । ଆମେ ଯେତେ ଚାହିଁଲେ ମଧ୍ୟ ପରିବର୍ତ୍ତନ କରି ପାରିବା ନାହିଁ। ପୁଅ ପିଲାଙ୍କ ସହ କମ୍ପେଟେଶନ କର କେବେ ହେଲେ ମଧ୍ୟ ତାଙ୍କ ସହ କମ୍ପେୟାର କର ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.