Movie prime

ଭାଇରାଲ ଭିଡିଓ ଦେଖନ୍ତୁ ଝିଅ କେମିତି ଖେଳିବାକୁ ବ୍ୟସ୍ତ ଦେଖନ୍ତୁ ଏହି VIRAL VIDEO ରେ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଭିଡିଓ ଭାଇରାଲ ହେଉଛି ।
ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ଲାଗୁଛି କି ଝିଅଟି ପାଖକୁ ତାର ପ୍ରେମିକ ଫୋନ କରିଛି ।ଆଉ ଏହା ଏକ ପ୍ରାଙ୍କ କଲ୍ ବୋଲି ସେ କହିଛନ୍ତି ।
ସେହି ପ୍ରେମିକ ଜଣକ ଟିଭିରେ ଗୀତ ଦେଖୁଛନ୍ତି ଆଉ ତାଙ୍କ ପ୍ରେମିକା ପାଖକୁ କଲ୍ କରି ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏଭଳି କଥା ସବୁ କହିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଆସିବ । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି ।
ଏହା ହେଉଛି ଏକ କଲ୍ ରେକୋର୍ଡିଂ । ଏହି କଲ୍ ରେକୋର୍ଡିଙ୍ଗରେ ଶୁଣିବାକୁ ମିଳୁଛି ପ୍ରେମିକ ଜଣକ ଟିଭି ଦେଖୁଥିଲେ ।
ଆଉ ସେ ତାଙ୍କ ପ୍ରେମିକା ପାଖକୁ କଲ୍ କରି ଅନେକ କଥା କହୁଛନ୍ତି ଆଉ ସେ କହୁଛନ୍ତି କି ଚାଲ ଖେଳିବା । ସମସ୍ତେ ଏଠି ଏକାଠି ହୋଇ ଖେଳୁଛନ୍ତି ।
ଚାଲ ଟିକେ ଆମେ ଖେଳିବା । ତାପରେ ପ୍ରେମିକା ଜଣକ କହୁଛନ୍ତି ତୁମେ ଯାଅ ଖେଳିବ ମୁଁ ଖେଳିବିନି । ତାପରେ ପ୍ରେମିକ ଜଣକ କହୁଛନ୍ତି କି ସେମାନେ ଖେଳ କରୁଛନ୍ତି ।
ପ୍ରେମିକ ଆଉ ପ୍ରେମିକା ମିଶି ଖେଳ କରୁଛନ୍ତି । ଆମେ ବି ଖେଳ ଖେଳିବା । ତାପରେ ପ୍ରେମିକା ଜଣକ କହୁଛନ୍ତି କି ତମେ ଯାଅ ତାଙ୍କ ସହ ଖେଳିବ । ସେ କଣ ତୁମକୁ ଡାକୁ ନାହାଁନ୍ତି କି ।
ଏହାପରେ ପ୍ରେମିକା ଜଣକ କହିଛନ୍ତି କିଏ ଖେଳୁଛି । ତାପରେ ପ୍ରେମିକ ଜଣକ ଟିଭିରେ ବାଜୁଥିବା ଗୀତ ଲଗାଇଛନ୍ତି । ଆଉ ଟିଭିରେ ଗୀତ ବାଜୁଥିଲା ଶହେ ଶହେରେ ଖେଳରେ ବାବା ଶହେ ଶହେରେ ଖେଳ ।
ଏହାପରେ ଏହି ଗୀତରେ ଟିଭିରେ ନାଚୁଛନ୍ତି । ଆଉ ପ୍ରେମିକା ଜଣଙ୍କୁ ତାର ପ୍ରେମିକ କହୁଛି ଆମେ ବି ଏମିତି ନଚିବା ଆସ ତୁମେ । ଏହିସବୁ କଥା ଶୁଣି ପ୍ରେମିକା ଜଣକ ପ୍ରେମିକକୁ ପାଗଳ ବୋଲି କହୁଛନ୍ତି ।
ଆଉ ଦୁଇଜଣ ମିଶି ବହୁତ ହସୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହା ଏକ ପ୍ରାଙ୍କ୍ କଲ୍ ବୋଲି ପ୍ରେମିକ କହିଛନ୍ତି ।