Movie prime

ଝିଅ ସହ ବାବା କଲେ ଦୁ-ଷ୍କ-ର୍ମ ଦେଖନ୍ତୁ ସମସ୍ତଙ୍କ ଆଗରେ ପଡ଼ିଲା ଧରା ଭାଇରାଲ୍ ହେଲା ଭିଡିଓ

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାବା କହିଲେ ମୁଁ କରିଦେବି ତମର ଛୁଆ ଏମିତି ଗୋଟିଏ ଭିଡିଓ ବର୍ତମାନ ସାମ୍ନାକୁ ଆସିଛି।
ଦର୍ଶକ ବନ୍ଧୁ ଯେଉଁଠାରେ ଡାକ୍ତର ମାନେ ମହିଳା ମାନଙ୍କର ମହିଳା ପ୍ରୋଵଲେମ କୁ ନେଇ ଫେଲ ହୋଇଯାଉଛନ୍ତି କିନ୍ତୁ ବାବା କହିଲେ ମୁଁ ତୁମର ପିଲା ଜନ୍ମ କରେଇ ଦେବି ତେବେ ସେମିତି ଏକ ଧରଣର ଖବର ଆପଣ ଜାଣିଵେ। ସ୍ତ୍ରୀ ଜଣଙ୍କର ଛୁଆ ନ ହେଵାରୁ ଘରେ ଅନେକ ସମସ୍ୟା ହେଉଥିଲା। 
ସେହି କାରଣରୁ ଛଅ ମାସରୁ ଡାକ୍ତର ପାଖରେ ଦେଖାଇଥିଲେ ମଧ୍ୟ କୈାଣସି ଲାଭ ହେଉନଥିଲା। ଯାହାଫଳରେ କାହା କଥାରେ ପଡି ସ୍ତ୍ରୀ ଜଣଙ୍କ ଏକ ବାବାକୁ ଡାକିଥିଲେ ଯିଏକି ପିଲା ଜନ୍ମ କରିବାରେ ସାହାଯ୍ୟ କରିଥାନ୍ତେ।
ତେବେ ସ୍ତ୍ରୀ ଜଣଙ୍କ ସ୍ଵାମୀ ଅନୁପସ୍ଥିତିରେ ବାବାଙ୍କୁ ଘରକୁ ଡାକିଥିଲେ। ତାପରେ ବାବା ସେ ସ୍ତ୍ରୀ ଲୋକର ଦେହରୁ ବସ୍ତ୍ର କାଢି କୋଳରେ ଶୋଇବାକୁ କହିଥିଲେ। ଯାହା ସେ ସ୍ତ୍ରୀ ଲୋକ କରିବାକୁ ଲାଗିଥିଲେ , କିନ୍ତୁ ସେହି ସମୟରେ ପହଞ୍ଚି ଯାଇଥିଲେ ସ୍ଵାମୀ। 
ଯେତେବେଳେ ବାବା ଏବଂ ସ୍ତ୍ରୀ ର କାଣ୍ଡ ସ୍ଵାମୀ ହାତରେ ଧରା ପଡିଗଲା, ସେତେବେଳେ ସ୍ଵାମୀ ଵାଵାକୁ ପଚାରିବାରୁ ବାବା କହିଥିଲେ ମୁଁ ପୁତୃ ଦୋଷ ଦେଖୁଥିଲି।
ଯାହା ଆପଣଙ୍କର କମ ଅଛି। ସ୍ଵାମୀ କହୁଛନ୍ତି ପିତୃ ଦୋଷ ସ୍ତ୍ରୀ କୁ କଣ କୋଳ ଶୁଆଇ ଦେଖାଯାଏ?।
ବାବା କହିଥିଲେ ଯେ, ପିତୃ ଦୋଷ କାରଣରୁ ଆପଣଙ୍କର ଛୁଆ ହେଉନାହିଁ ଆପଣଙ୍କ ନକ୍ଷତ୍ର ଅଲଗା ଅଲଗା ଅଛି। ମୁଁ ଯେଉଁ ଉପାୟ କହିବି ସେଥିରେ ନିଶ୍ଚିତ ଭାବେ ସନ୍ତାନ ହେବ। 
ଡାକ୍ତର ର ଯେଉଁଟା କରି ପାରିବ ନାହିଁ ସେଇଟା ଆମେ କରିଦେଵୁ। ସେଥିରେ ସ୍ଵାମୀ କହିଥିଲେ ଯେ, ତୋ ଭଳି ଭ-ଣ୍ଡ ବାବା ବହୁତ ଦେଖିଛୁ। ଯାହା ଡାକ୍ତର ଛଅ ମାସ ହେଲା କରିପାରିନି ତାହା କେମିତି ହେବ ତମେ କଣ ଡାକ୍ତର।
ଭ-ଣ୍ଡ ବାବା ହୋଇ ଏଠି ମୋ ସ୍ତ୍ରୀ ସହ ଖେଳ ଖେଳୁଛ। ଏବେ ବାହାର ଘରୁ , କୈାଣସି ବାବା ସନ୍ତାନ ଜନ୍ମ କରିପାରନ୍ତି ନାହିଁ ବୋଲି ସ୍ବାମୀ ଜଣକ ବାବାକୁ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.