Movie prime

ଭାଇ ଗାଇଲେ ଏମିତି ଗୀତ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ

 
Viral News

ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଖୁସି ମଧ୍ୟ ହେବେ।ଆପଣମାନେ ଜାଣିଥିବେ ଆଜିକାଲି ସମସ୍ତେ ଷ୍ଟାର ହେବାକୁ ଚାହିଁଥାନ୍ତି।କିନ୍ତୁ କିଛି ଲୋକ ନିଜର ପ୍ରତିଭା କୁ ଦେଖାଇବା ପାଇଁ ଭୟ କରିଥାନ୍ତି।

କାରଣ ସେମାନେ ଭାବିଥାନ୍ତି ଯେ ସେମାନଙ୍କୁ ସମସ୍ତେ ଥଟ୍ଟା ଆଉ ପରିହାସ କରିବେ।କିନ୍ତୁ ଆଉ କିଛି ବ୍ୟକ୍ତି ନିଜର କଳା ପ୍ରଦର୍ଶନ କରିବା ପାଇଁ ଇଛା କରିଥାନ୍ତି।

ବର୍ତ୍ତମାନ ଜଣେ ଯୁବକ ମନ୍ଦାର ମାଳିନୀ ଗୀତ ଗାଉଥିବା ର ଦେଖିବାକୁ ମିଳିଛି।ଯୁବକ ଜଣଙ୍କ ଏଭଳି ଗୀତ ଗାଇଛନ୍ତି ଯେ ତାଙ୍କ ଗୀତ ଯିଏ ଶୁଣୁଛନ୍ତି ତାଙ୍କ ଆଖିରୁ ଲୁହ ଝରି ଆସୁଛି।ଏବଂ ଯୁବକ ଙ୍କ ଗୀତ ଶୁଣି ଦର୍ଶକ ମାନେ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।
ଯୁବକ ଜଣଙ୍କ ନିଜେ ଏକ ବାଦ୍ୟ ବଜାଇ ଗୀତ ଗାଉଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଏହି ଭିଡିଓ ଟି ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଗାଇଛନ୍ତି " ମନ୍ଦାର ମାଳିନୀ ମା,ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ।ମା ଲୋ ତତେ ଡାକିବି କେତେ।
ଯୁବକ ଜଣଙ୍କ ବହୁତ ସୁନ୍ଦର ଗୀତ ଗାଇଛନ୍ତି।ଦର୍ଶକ ମାନେ ଯୁବକ ଙ୍କ ଗୀତ ଶୁଣିବା ପରେ ବହୁତ ସୁନ୍ଦର କଣ୍ଠ ବୋଲି କହିଛନ୍ତି।ବହୁତ ସୁନ୍ଦର ସୁନ୍ଦର ପ୍ରତିଭା ଥିବା ବ୍ୟକ୍ତି ମାନେ ରହିଛନ୍ତି।କିନ୍ତୁ କେହି ସାହସ କରି ନିଜ ପ୍ରତିଭା ଦେଖାଉ ନାହାନ୍ତି।
ଯୁବକ ଜଣଙ୍କ ନିଜେ ଗୀତ ଗାଇ ମୋବାଇଲ୍ ରେ ରେକର୍ଡ କରିଥିଲେ।ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ସମୟରେ ବହୁତ ଲୋକ ମାନେ ଭିଡିଓ ଟି କୁ ଦେଖି ସାରିଲେଣି।
ଯୁବକ ଜଣଙ୍କ ଏଭଳି ଗୀତ ଗାଇ ଛନ୍ତି ଯେ ସମସ୍ତଙ୍କ ହୃଦୟ କୁ ଛୁଇଁ ଯାଉଛି।ସତରେ ମନ୍ଦିର ମାଳିନୀ ଗୀତା ଗାଇ ଯୁବକ ଜଣଙ୍କ ଷ୍ଟାର ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.