Movie prime

ଭାଇରାଲ ହେଲା ଯୁବକ ଯୁବତୀ ଙ୍କ କଲ ରେକର୍ଡ ଦେଖନ୍ତୁ ଏହି Viral Video

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆ ଆଜିକା ଦିନରେ ଯେତିକି ଭଲ ସେତିକି ମଧ୍ୟ ଖରାପ ଅଟେ। କିଛି ଲୋକ ଏହି ସୋସିଆଲ ମିଡିଆକୁ ଭଲ ରାସ୍ତାରେ ବ୍ୟବହାର କରୁଛି ତ ଆଉ କିଛି ଲୋକ ତାକୁ ଖରାପ ରାସ୍ତାରେ ବ୍ୟବହାର କରୁଛନ୍ତି।
କିଛି ଲୋକ ସୋସିଆଲ ମିଡ଼ିଆକୁ ମୋନରଞ୍ଜନର ମାଧ୍ୟମ କହୁଥିଲା ବେଳେ ବହୁତ ଲୋକ ସୋସିଆଲ ମିଡ଼ିଆରୁ ବହୁତ କିଛି ଟଙ୍କା ଉପାର୍ଜନ କରିପାରୁଛନ୍ତି।
କେଉଁ ଲୋକ କିଛି ପୋଷ୍ଟ କରି କି ତା କେଉଁ ଲୋକ କିଛି ଭିଡିଓ କରି ବେଶ କିଛି ଟଙ୍କା ଇନକମ୍ ମଧ୍ୟ କରିପାରୁଛନ୍ତି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ। 
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ କଲ୍ ରେକର୍ଡ ବେଶ ଘୁରି ବୁଲୁଛି। ବର୍ତ୍ତମାନ ଭାଇରାଲ ହେଉଥିବା ଅଡିଓ ରେକର୍ଡରୁ ଏହା ଶୁଣିବାକୁ ମିଳିଛି ଯେ , ଯୁବକ ଜଣକ ଯୁବତୀଙ୍କୁ ଫୋନ କରି କହୁଛନ୍ତି "ମୁଁ ଆପଣଙ୍କ ସହିତ ଖେଳିବି"।
ଏହା ଶୁଣି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇ ଯୁବକଙ୍କୁ ପଚାରୁଛନ୍ତି ଆପଣ କିଏ କହୁଛନ୍ତି ମୁଁ ଜାଣିପାରିଲିନି। ସେ ଯୁବକ ଜଣକ କହୁଛନ୍ତି ମୁଁ ସତ୍ୟ।
ଏହାପରେ ପୁଣି ସେହି ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ଫୋନ କରି କହୁଛନ୍ତି "ମୁଁ ଖେଳିବି"। 
ତା'ପରେ ଯୁବତୀ ଜଣକ କହୁଛନ୍ତି, ଯାଇକି ଖେଳୁନୁ ମତେ ଫୋନ କରିକି କ'ଣ ପାଇଁ କହୁଛୁ। ଏହାଶୁଣି ଯୁବକ ଜଣକ ପୁଣି କହୁଛନ୍ତି ସେମାନେ କଣ ଖେଳୁଛନ୍ତି ମୁଁ ଜାଣିପାରୁନି।
ତା'ପରେ ଯୁବତୀ ଜଣକ ପୁଣି ପଚାରୁଛନ୍ତି କୋଉ ମାନେ ଖେଳୁଛନ୍ତି। ଯୁବକ ଜଣକ କହୁଛନ୍ତି ୨ ଜଣ ପୁଅ ଝିଅ ଡେଇଁ ଡେଇଁ ଖାଲି ଖେଳୁଛନ୍ତି ପୁଅଟା ନା ହଉଛି ବାବୁ ଆଉ ଝିଅଟା ନା ହଉଛି ସିତୁ ମୁଁ ବି ସେମିତି ଖେଳିବି।
ତା'ପରେ ଯୁବତୀ ଜଣକ କହୁଛନ୍ତି ସେମାନଙ୍କୁ କହୁନ ତମକୁ ଖେଳେଇବେ। ଏହାପରେ ପୁଣି ଯୁବକ ଜଣକ କହିଛନ୍ତି ନା ନା ତମେ ଆସୁନ ଖେଳିବା।
ତା'ପରେ ଏହାଶୁଣି ଯୁବତୀ ଜଣକ ଯୁବକଙ୍କୁ କହୁଛନ୍ତି, ମାଡ଼ ଖାଇବୁ କି କିଛି ନ କହିଲାଠୁ ଯାହା ପାରୁଛ ମନ ଇଚ୍ଛା ତ କହିଚାଲିଛୁ।
ଆପଣ ମାନେ ଏହି କଲ ରେକର୍ଡ଼ରୁ ଜାଣି ପାରୁଥିବେ କେମିତି ଯୁବକ ଜଣକ ଫୋନ କରି ଯୁବତୀଙ୍କୁ ହଇରାଣ କରିବା ସହିତ ଖରାପ ଖରାପ କଥା ମଧ୍ୟ କହୁଛି।
ତେବେ ଆପଣ ଏହି ଭାଇରାଲ ଅଡିଓକୁ ସଂପୂର୍ଣ୍ଣ ଶୁଣିଲେ ଜାଣି ପାରିବେ ଯୁବକ ଜଣକ କିପରି ଭାବେ କଥା କହୁଥିଲେ ଯୁବତୀଙ୍କ ସହ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.