Movie prime

ଛୋଟପିଲା ଦେଖିବା ମନା ଦେଖନ୍ତୁ ହେଲା ମହା ଖୁଲାସା ଶେଷରେ ସାମ୍ନାକୁ ଆସିଲା ସବୁ ତଥ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ ସୋସିଆଲ ମିଡିଆରେ ଅନେକ କଲ୍ ରେକର୍ଡ ଭାଇରାଲ ହୋଇଥାଏ। ଆପଣ ମାନେ ଜାଣିଥିବେ କି ଆଜିକାଲି ର ପ୍ରେମୀ ଗୁଗଳ ମାନେ କିଭଳି ଭାବରେ ପ୍ରେମ କରୁଛନ୍ତି। ପ୍ରଥମେ ପ୍ରେମ ଓ ତାହାପରେ ଶାରିରୀକ ସମ୍ପର୍କ ଏବଂ ତାପରେ ସେମାନେ ପ୍ରେମିକ କି ପ୍ରେମିକା କୁ ଚିହ୍ନି ନଥିଲା ଭଳି ବ୍ୟବହାର କରୁଛନ୍ତି।
ଆଜିର ସମୟରେ ପ୍ରେମ ପ୍ରତାରଣା ଓ ଧୋକା ଏକ ନୀତି ଦିନିଆ କଥା ପାଲଟି ଗଲାଣି। ଯେ କେହି ବି ଚାହୁଁଛି ଅନ୍ୟ ଜଣକୁ ଖୁବ୍ ସହଜରେ ଧୋକା ଦେଇ ଦେଉଛି। ଏଭଳି ପ୍ରେମୀ ଯୁଗଳ କଥା ହେଉଥିବାର ଅନେକ କଲ୍ ରେକର୍ଡ଼ିଂ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ ସେଥି ମଧ୍ୟରୁ ଆମେ ଆପଣଙ୍କୁ ଏକ ଶୁଣାଇବାକୁ ଯାଉଛୁ। ଭଲ ଭାବରେ ଶୁଣନ୍ତୁ ଏହି କଲ୍ ରେକର୍ଡିଙ୍ଗ ଟିକୁ କିଭଳି ଭାବରେ ଗୋଟେ ଝିଅ ଓ ପୁଅ କଥା ହେଉଛନ୍ତି।
ପ୍ରେମିକା ଜଣକ ପ୍ରେମିକ ଜଣଙ୍କୁ ଅଭିଯୋଗ କରୁଛନ୍ତି କି ପ୍ରେମିକ ଜଣକ ଯାହା କହିଲେ ସବୁ କଥାରେ ରାଜି ହୋଇ ପ୍ରେମିକା ଜଣକ ତାହା କରିଲେ । ଏତେ ସବୁ କରିବା ପରେ ମଧ୍ୟ ପ୍ରେମିକ ଜଣକ ଅଧା ରାସ୍ତାରେ ପ୍ରେମିକାର ହାତ ଛାଡି ଚାଲି ଯାଉଛନ୍ତି। ଏଭଳି କି ପ୍ରେମିକ ଜଣକ କଥା ମାନି ପ୍ରେମିକା ତାଙ୍କ ସହ ଶାରୀରିକ ସଂପର୍କ ମଧ୍ଯ ରଖିଛନ୍ତି। ହେଲେ ପ୍ରେମିକ ଏବେ ପ୍ରେମିକାର ସର୍ବସ୍ୱ ଲୁଟି ନେଇ ସାରିବା ପରେ ପ୍ରେମିକା ଜଣକୁ ନ ଚିହ୍ନିଲା ଭଳି ବ୍ୟବହାର କରୁଛି।
ତାଙ୍କ କଥାରୁ ଯେତିକି ଜଣା ପଡ଼ୁଛି କି ପ୍ରେମିକ ଜଣକ ଅନେକ ଥର ଗ-ର୍ଭ-ବ-ତୀ ହୋଇଛନ୍ତି ଏବଂ ସେତିକି ଥର ତାଙ୍କ ଗ-ର୍ଭ-ପା-ତ ମଧ୍ଯ କରିଛନ୍ତି। ହେଲେ ଏବେ ପ୍ରେମିକ ଜଣକ ପ୍ରେମିକା କୁ ଆପଣେଇବାକୁ ମନା କରି ଦେଇଛନ୍ତି। ଏବଂ ପ୍ରେମିକ ଜଣକ ଏବେ ଅନ୍ୟ ଜଣେ ଝିଅ କୁ ଭଲ ପାଉଛନ୍ତି। ସେଥି ପାଇଁ ପ୍ରେମିକା ଜଣକ ପ୍ରେମିକ କୁ ସେଭଳି ନକରିବାକୁ ବାଧ୍ୟ ମଧ୍ଯ କରୁଛନ୍ତି। ତେବେ ଏଥିରୁ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ର ସମାଜ କେଉଁ ସ୍ତରରେ ଆସି ପହଞ୍ଚିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.