Movie prime

ରାତା ରାତି Viral ହେଲା ଏହି କଲେଜ ଝିଅଙ୍କ ଭିଡିଓ ଦେଖନ୍ତୁ ଏହି ଭିଡିଓ କଣ ଚାଲିଛି ଏଠାରେ ଜାଣିଲେ ଆଶ୍ଚର୍ୟ୍ଯ ହେବେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିଲେ ଅନେକ ସମୟରେ ଅନେକ ଭାଇ ରାଲ ଭିଡିଓ ମାନ ଦେଖିବାକୁ ପାଉ ଥିବେ। ସେଥି ମଧ୍ୟରୁ କିଛି ଆପଣ ମାନଙ୍କୁ ପଶନ୍ଦ ଆସୁଥିବା ବେଳେ ଅନ୍ୟ କିଛି ଆପଣ ମାନଙ୍କୁ ପଶନ୍ଦ ମଧ୍ଯ ଆସୁ ନଥିବ। ପ୍ରାୟତଃ ଲୋକ ମାନଙ୍କୁ ଯେଉଁ ଭିଡିଓ ଗୁଡିକ ପଶନ୍ଦ ଆସେ ସେହି ଭିଡିଓ ଗୁଡିକ ହିଁ ଖୁବ ଶୀଘ୍ର ଭାଇ ରାଲ ହୋଇ ଯାଇଥାଏ।
ଆପଣ ମାନେ ଅନେକ ସମାୟରେ ସୋସିଆଲ ମିଡ଼ିଆରେ ଡାନ୍ସ ଭିଡିଓ ଦେଖିଥିବେ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପଶନ୍ଦ ମଧ୍ଯ ଆସୁଥିବ। ସେଥି ମଧ୍ୟରୁ ଆପଣ ଯୁବକ ଓ ଯୁବତୀ ମାନଙ୍କ ଡାନ୍ସ ଭିଡିଓ ପ୍ରଚୁର ମାତ୍ରାରେ ଦେଖିବାକୁ ପାଉଥିବେ ହେଲେ ଆମେ ଆପଣଙ୍କୁ ଏବେ ଯେଉଁ ଭିଡିଓ ଦେଖାଇବୁ ତାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ସେହି ଭିଡିଓ ଟି ହେଉଛି ଜଣେ କଲେଜ ଶିକ୍ଷୟିତ୍ରୀ ଙ୍କ ଯିଏକି ପୁରା ଧୁଆଁ ଦାର ଡାନ୍ସ କରୁଛନ୍ତି। ସେ ଏତେ ସୁନ୍ଦର ଡାନ୍ସ କରୁଛନ୍ତି କି କଲେଜ ର ଛାତ୍ର ଛାତ୍ରୀ ମାନେ ତାଙ୍କ ଡାନ୍ସ ଷ୍ଟେପ ଦେଖି ପୂରା ସମ୍ପୂର୍ଣ ଭାବରେ ବିମୁଗ୍ଧ ହୋଇ ଯାଇଛନ୍ତି। ଆପଣ ମାନେ ମଧ୍ୟ ସେହି ଡାନ୍ସ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଦେଖନ୍ତୁ ଶିକ୍ଷୟତ୍ରୀ ଜଣକ କିଭଳି ଭାବରେ କଲେଜ ପିଲା ମାନଙ୍କ ସମ୍ମୁଖରେ ଡାନ୍ସ କରୁଛନ୍ତି।
ଡାନ୍ସ ର ପ୍ରତିଟି ବିଟ୍ କୁ ସେ ନିପୁଣ ଭାବରେ ଲିଭାଇ ଛନ୍ତି। ତାଙ୍କ ଡାନ୍ସ ମଧ୍ଯ ଅନେକ ସୁନ୍ଦର୍ ସେଥି ପାଇଁ ତ ତାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡ଼ିଆରେ ଏତେ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ଏହାକୁ ଏକାଧିକ ଲାଇକ,ସେୟାର ଓ କମେଣ୍ଟ୍ ମଧ୍ଯ କରିଛନ୍ତି। ଆପଣ ମାନଙ୍କୁ ଏହି ଭିଡିଓ କିଭଳି ଲଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି।