Movie prime

ସ୍ଵାମୀଙ୍କ ଅନ୍ୟ ପତ୍ନୀ ମାନଙ୍କ ସହ ରାସଲୀଳା ଧରିଲେ ସ୍ତ୍ରୀ ଦେଖନ୍ତୁ କେଡେ ରସୀକିଆ ବାବୁ ରଖିଥିଲେ କେତେ ସ୍ତ୍ରୀ

 
Viral Doctor
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ନ୍ୟୁଜ୍ ଦେଖିଥିବେ । ଆଉ ଏମିତି କିଛି ଘଟଣା ଘଟୁଛି ଯାହା ନିନ୍ଦନୀୟ ଆଉ ଲଜ୍ୟାଜନକ ଅଟେ ।
ଆଉ ଏମିତି କିଛି ଲୋକ ଅଛନ୍ତି ଏହିଭଳି କାମ କରିବା ପୂର୍ବରୁ ଟିକେ ବି ଭାବୁ ନାହାଁନ୍ତି କି ଲୋକମାନଙ୍କ ଉପରେ ଏହାର ପ୍ରଭାବ କଣ ପଡ଼ିବ । ଆଉ ଦୁନିଆର ଲୋକମାନେ ଏହି ବିଷୟରେ ଜାଣିଲେ କଣ ଭାବିବେ । 
ଲୋକମାନେ ନିଜର ଇଜ୍ଜତ, ପରିବାରର ଇଜ୍ଜତ ଆଉ ନିଜ ବନ୍ଧୁବାନ୍ଧବମାନଙ୍କର ଇଜ୍ଜତ କଥା ନମାନି ଏମିତି ସବୁ କାମ କରନ୍ତି ଯାହା ନିନ୍ଦନୀୟ ଅଟେ । ଆଉ ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ ।
ଭୁବନେଶ୍ବରର ଜଣେ ବ୍ୟକ୍ତି ନିଜକୁ ସଫ୍ଟଓୟାର କହି କଟକରେ ଗୋଟିଏ ସ୍ତ୍ରୀକୁ ବାହା ହୋଇ ରଖିଛନ୍ତି ଆଉ ଜଣଙ୍କୁ ବିଦେଶରେ ରଖିଛନ୍ତି । ପୁଣି ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲେ । 
ଆଉ ଏହିକଥା ଜଣାପଡିବା ପରେ ଲୋକଟିକୁ ପୋଲିସ ଗିରଫ କରିଛି । ସେ କଟକର ଯୁବତୀଙ୍କ ଠାରୁ ସୁନା ରୂପା ହଡ଼ପ କରି ଆଉ ଜଣେ ଯୁବତୀଙ୍କୁ ଦେଉଥିଲେ । ସେ ଅନ୍ୟ ଦୁଇ ଯୁବତୀଙ୍କର ସମ୍ପତ୍ତି ମଧ୍ୟ ହଡ଼ପ କରିଥିଲେ । ଆଉ ସେ କଟକ ସ୍ଥିତ ଯୁବତୀ ସୋନାଲିଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ । 
ଆଉ ସେ ସମିରଙ୍କର ପ୍ରଥମ ସ୍ତ୍ରୀ କହୁଥିବା ବେଳେ ଆଉ ଦୁଇ ସ୍ତ୍ରୀ ଆଗରୁ ଥିଲା ବୋଲି ଜଣାପଡିଛି । ଆଉ ସେ ସେହି ଅନେକ ଯୁବତୀ ମାନଙ୍କ ସହିତ ସମ୍ପର୍କ ରଖି ଭିଡିଓ କରି ତାଙ୍କୁ ବ୍ଲାକମେଲ କରିଥାନ୍ତି ।
ଆଉ ଏହାର ତଦନ୍ତ ଚାଲିଛି । ଆଉ ଏଭଳି ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ । ଯାହାଦ୍ଵାରା ଲୋକମାନେ ଏମିତି ଭୁଲ କରିବା ପୂର୍ବରୁ ୧୦୦ ଥର ଭାବିବେ । ଆଉ ଏମିତି ଭୁଲ କରିବେ ନାହିଁ ।