Movie prime

ହଠାତ ଆକାଶରୁ ହେବାକୁ ଲାଗିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ଆଉ ତା ପରେ ଯାହା ହେଲା ଆଖିରେ ଦେଖନ୍ତୁ ଏହି ଭିଡ଼ିଓ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ୍ ସମୟରେ ଏତେ ସବୁ ଆଶ୍ଚର୍ଯ୍ୟ କର ଘଟଣା ମାନ ଘଟି ବାକୁ ଲାଗିଛି ଯାହାକୁ ଆପଣ କେବେ ବି ଭାବି ପାରିବେନି ସତରେ କଣ ଏଭଳି ହୋଇ ପାରେ। ଯାହା ଆପଣଙ୍କ ବାସ୍ତବ ଜୀବନରେ କେବେ ମଧ୍ୟ ଘଟି ନଥିବ। ଏବେ କାର ସମୟରେ ସେହି ଭଳି କିଛି ଘଟଣା ମାନ ଦେଖିବାକୁ ମିଳିଛି।
ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ତେଲେଙ୍ଗାନା ରେ ବର୍ଷା ହୋଇଥିଲା ଓ ଏହି ବର୍ଷା ସମୟରେ ଆକାଶରୁ ଖସି ପଡିଥିଲେ ଅନେକ ମାଛ ଗୁଡିକ। ଏହାକୁ ନେବା ପାଇଁ ମଧ୍ଯ ଲୋକ ମାନଙ୍କର ନାହିଁ ନଥିବା ଭିଡ ଜମି ଥିଲା ।
ରାସ୍ତା ଘାଟରୁ ବିଭିନ୍ନ ସ୍ଥାନରୁ ଲୋକ ମାନେ ମାଛ ଗୋଟାଇବା ରେ ବ୍ୟସ୍ତ ଥିଲେ। କେହି ନିଜ କାର ତ କେହି ବାଇକ୍ ସବୁ ଅଟକାଇ ରାସ୍ତା ରେ ପଡ଼ିଥିବା ମାଛ କୁ ସବୁ ବୋହି ନେଇ ଚାଲି ଯାଉଥିଲେ।
ଲୋକ ମାନେ ଯେତିକି ମାଛ ନେବା ପାଇଁ ତତ୍ପର ଥିଲେ ସେତିକି ମଧ୍ୟ ଜାଣିବାକୁ ଚାହିଁଥିଲେ କି ଏହି ମାଛ ଗୁଡିକ ଆକାଶରେ ଆସିଲା କିପରି ଯାହା ଫଳରେ ମାଛ ଗୁଡିକ ଆକାଶ ରୁ ବୃଷ୍ଟି ହେଉଛି। ସମସ୍ତେ ଆକାଶ ରୁ କୁଆ ପଥର ବୃଷ୍ଟି ହେବା ଏକ ସାଧାରଣ ଘଟଣା ଅଟେ ହେଲେ ଅଚାନକ ମାଛ ବୃଷ୍ଟି ହେବା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ଚକିତ କଥା ଅଟେ।
ଏନେଇ ବୈଜ୍ଞାନିକ ମାନେ ମଧ୍ୟ ମତ ଦେଇଛନ୍ତି କହିଛନ୍ତି କି ଛୋଟ ଛୋଟ ଜଳୀୟ ଯିବ ଯେତେ ବେଳେ ୱାଟର ସାଉଟ୍ ମାଧ୍ୟମରେ ଆକାଶ କୁ ଚାଲି ଯାନ୍ତି ଯାହାକୁ କି ବୈଜ୍ଞାନିକ ଭାଷାରେ ୱାଟର ବାଉଣ୍ଡର କୁହାଯାଏ। ଯେଉଁ ସ୍ଥାନରେ ବର୍ଷା ହୁଏ ସେହି ସ୍ଥାନରେ ଏହି ୱାଟର ବାଉଣ୍ଡର ପଡ଼ିବା ଦ୍ବାରା ସେହି ଜଳୀୟ ଜୀବ ମାନଙ୍କ ବୃଷ୍ଟି ହୋଇଥାଏ।