ଅଭିନେତ୍ରୀ ତୁଳସୀ ଙ୍କ ଦେଖନ୍ତୁ କଉଡ଼ି ଖେଳ କେମିତି ହେଲା ଦେଖନ୍ତୁ ଏହି VIRAL VIDEO
Dec 7, 2022, 18:27 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁବେଳେ ଓଲିଉଡ , ବଲିଉଡ , ଟଲିଉଡ ଜଗତକୁ ନେଇ ଅନେକ ଖବର ଆସିଥାଏ ।
ଆଉ ଏହି ସିନେ ଜଗତର କଳାକାରମାନଙ୍କ ବିଷୟରେ ମଧ୍ୟ ଆପଣମାନେ ଅନେକ ଖବର ଜାଣିଥିବେ । ଏହି ଭିଡିଓରେ ଆପଣମାନେ ଜଣେ ଓଡ଼ିଆ ଜଗତର ମୋଷ୍ଟ୍ ପପୁଲାର ଟେଲି ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
ଏହି ଭିଡିଓରେ ଆପଣମାନେ ଆପଣଙ୍କ ପ୍ରିୟ ଟେଲି ଅଭିନେତ୍ରୀ ତୁଳସୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ଏହି ଅଭିନେତ୍ରୀ ଜଣଙ୍କ ନାମ ହେଉଛି ଶ୍ୱେତାଲିନ । ଏହି ଅଭିନେତ୍ରୀ ଜଣକ ଅନେକ ଗୁଡ଼ିଏ ଟେଲି ସିରିଏଲରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକମାନଙ୍କୁ ବହୁତ ଭଲ ଲାଗେ । ଏହି ଭିଡିଓରେ ଏହି ଅଭିନେତ୍ରୀଙ୍କୁ ନେଇ ଅନେକ କଥା ଜାଣିପାରିବେ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଅଭିନେତ୍ରୀ ତୁଳସୀ ବା ଶ୍ୱେତାଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବିବାହ ବେଶରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ସବୁବେଳେ ତାଙ୍କ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି ।
ତାଙ୍କ ଅଭିନୟରେ ସମସ୍ତ ଦର୍ଶକ ତାଙ୍କୁ ଖୋଜି ଥାଆନ୍ତି । ଏହି ଅଭିନେତ୍ରୀ ଜଣକ କନ୍ୟା ବେଶରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆପଣମାନେ ସମସ୍ତେ ଏହି ଅଭିନେତ୍ରୀ ଜଣଙ୍କର ବିବାହ ଏବଂ ବିବାହର ସବୁ ରୀତିନୀତି ପାଳନ କରୁଥିବାର ଏହି ଭିଡିଓରେ ଦେଖିପାରିବେ ।
ଏହି ଭିଡିଓରେ ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆଉ ସେ ତାଙ୍କ ବିବାହର ସବୁ ରୀତିନୀତି କରୁଛନ୍ତି । ସେ କଉଡ଼ି ଖେଳ ଖେଳୁଛନ୍ତି । ବିବାହରେ ସବୁ ପ୍ରକାରର ରୀତିନୀତି ଅଛି ।
ବିବାହ କରିଲେ ବିବାହ ବେଦିରେ କଉଡ଼ି ଖେଲନ୍ତି ଆଉ ଏହିକଥା ଆପଣମାନେ ଜାଣିଥିବେ । ଠିକ୍ ସେହି ଅଭିନେତ୍ରୀ ଜଣକ ମଧ୍ୟ ଠିକ୍ ସେମିତି କଉଡ଼ି ଖେଳୁଛନ୍ତି ।
ଆଉ ତାଙ୍କ ସ୍ବାମୀ ଆଉ ସେ ମିଶି ଏହି ବିବାହ ବେଦିରେ ବସି କଉଡ଼ି ଖେଳ ଖେଳୁଛନ୍ତି । ଆଉ ଏହି କଉଡ଼ି ଖେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।