Movie prime

ପ୍ରଥମ ସ୍ଵାମୀ ଚାଳଘର ଦେଖି ଦିତୀୟ ବିବାହ କଲା ସ୍ତ୍ରୀ ଦିତୀୟ ସ୍ୱାମୀକୁ ଲୁଟି ପ୍ରଥମ ସ୍ଵାମୀ ଘରେ ତାଲା ଭାଙ୍ଗୁଛି ସ୍ତ୍ରୀ

 
Viral
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଏହି ଭଳି କେସ ଅନେକ ଦେଖିବାକୁ ମିଳୁଛି ଏବେ। ଅନେକ ସ୍ତ୍ରୀ ଅନେକ ବୋହୁ ଏହି ଭଳି ଶାଶୁ ଘର ଆଗରେ ଧାରଣାରେ ବସୁଛନ୍ତି। ଆପଣ ତ ଦୀପିକାଙ୍କ କେସ କଥା ପ୍ରାୟ ଜାଣି ସାରିଥିବେ।
ଏହି ଭଳି ଅନେକ ଖବର ସାମ୍ନାକୁ ଆସୁଛି। ଏକ ଢେଲା ଧରି କବାଟ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଶୁଭଲକ୍ଷ୍ମୀ। ଗତ ଦେଢ଼ ମାସ ଧରି ଶାଶୁ ଘର ସାମ୍ନାରେ ଧାରଣା ଦେବା ପରେ ଆଜି ଭାଙ୍ଗିଥିଲା ସବୁ ବନ୍ଧ। 
ଧର୍ଯ୍ୟର ବନ୍ଧ ଭାଂଗିବା ପରେ ଏହି ଭଳି ଢଙ୍ଗରେ ଘରେ କବାଟ ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିଲେ। ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ଚିରାକନ୍ଦି ଗ୍ରାମର ଶୁଭଲକ୍ଷ୍ମୀ ପ୍ରଧାନଙ୍କ ସହ ବାଙ୍କିର ପ୍ରହଲ୍ଲାଦ ପ୍ରଧାନଙ୍କୁ ୨୦୧୫ରେ ବିବାହ କରିଥିଲେ।
ଶୁଭଲକ୍ଷ୍ମୀ ୨ ମାସ ଗ-ର୍ଭ-ବ-ତୀ ହୋଇଥିବା ବେଳେ ଶାଶୁ ଆଉ ନଣନ୍ଦ ଯୌ-ତୁ-କ ପାଇଁ ତାଙ୍କୁ ଶାରୀରିକ ନି-ର୍ଯ୍ୟା-ତ-ନା ଦେଉଥିଲେ ବୋଲି ଶୁଭଲକ୍ଷ୍ମୀ ଅଭିଯୋଗ କରିଥିଲେ। 
ସେ କହିଛନ୍ତି କି ମୋ ସ୍ବାମୀ ମତେ ଯଦି ପ୍ରକୃତରେ ବେଦୀରେ ବସି ବାହା ହୋଇ ମତେ ସ୍ତ୍ରୀ ବୋଲି ଭାବି ଥାନ୍ତେ ତାହେଲେ ଏମିତି ହୋଇ ନଥାନ୍ତା।
ଆଉ ଯଦି ଆମ ମା ପୁଅଙ୍କ ଉପରେ କିଛି ବିପଦ ଆସେ କି ଆମେ ମରି ଯାଉ ତେବେ ମୋ ଶାଶୁ ଘର ଲୋକେ ହିଁ ଦାୟୀ ହେବେ। ଏବଂ ଶୁଭଲକ୍ଷ୍ମୀଙ୍କ ସ୍ଵାମୀ ପ୍ରହଲ୍ଲାଦଙ୍କ କହିବା ଅନୁଯାୟୀ ଶୁଭଲକ୍ଷ୍ମୀଙ୍କର ଅନେକ ପୁଅଙ୍କ ସହ ସମ୍ପର୍କ ଅଛି। 
ଆଉ ଏହି କଥା ଜାଣିବା ପରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କୋର୍ଟରେ ଗୋଟିଏ ପଟେ କେସ ଚାଲିଛି। କିନ୍ତୁ ସେପଟେ ଶୁଭଲକ୍ଷ୍ମୀ ଉଗ୍ର ରୂପ ନେଇ କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ।
ତେବେ ଏହାକୁ ନେଇ ପ୍ରହଲ୍ଲାଦଙ୍କ ମା ଓ ଭଉଣୀ ବିରୋଧ କରିବାରୁ ସୃଷ୍ଟି ହୋଇଥିଲା ଏହି ଭଳି କିଛି ଉତ୍ତେଜନା। ତେବେ ଏହା ଦେଖିବା କୁ ରହିଲା ଏହି ଘର ଆଗରେ ଧାରଣା ବସିବା ଆଗକୁ ଶୁଭଲକ୍ଷ୍ମି କୁ ନ୍ୟାୟ ଦେଉଚି କି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.