Movie prime

ସ୍କୁଲ ରେ ପାଠ ନପଢ଼ାଇ କଣ କରୁଛନ୍ତି ଦିଦି ଜଣଙ୍କ ଦେଖନ୍ତୁ ଏହି Viral Video ରେ

 
Viral News
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇ ରାଳ ହୋଇଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପିଲାମାନେ ବିଦ୍ୟାଳୟ କୁ ପାଠ ପଢିବାକୁ ଯାଇଥାନ୍ତି।
ଏବଂ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ ଭଲ ଶିକ୍ଷା ଦେଇଥାନ୍ତି।ଗୁରୁଜନ ମାନଙ୍କୁ କିଭଳି ଭକ୍ତି କରିବେ,ପାଠ ପଢି ବଡ଼ ମଣିଷ ହେବେ ଏଥିପାଇଁ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ
ସିଖାଇଥାନ୍ତି।
କିନ୍ତୁ ବର୍ତ୍ତମାନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯିଏ ଦେଖୁଛନ୍ତି ଅନେକ କଟୁ କଥା କହୁଛନ୍ତି।କାରଣ କୌଣସି ଏକ ବିଦ୍ୟାଳୟ ରେ ପିଲାମାନେ ଶ୍ରେଣୀ ଗୃହରେ ବସିଛନ୍ତି।
କିନ୍ତୁ ପାଠ ପଢା ହେଉନାହିଁ।ଜଣେ ଶିକ୍ଷୟତ୍ରୀ ଚେୟାର ଉପରେ ବସିଛନ୍ତି ଓ ଜଣେ ଛାତ୍ରୀ ଦିଦି ଙ୍କୁ ବିଞ୍ଚୁଛନ୍ତି।ଦିଦି ଜଣଙ୍କ ଚେୟାର ଉପରେ ବସି ସୋଇ ପଡ଼ିଥିଲେ।କେବଳ ସେତିକି ନୁହେଁ ଆଉ ଜଣେ ଦିଦି ଚେୟାର ଉପରେ ବସି ଜଣେ ଛାତ୍ର କୁ ଗୋଡ଼ରେ ତେଲ ମାରି ଦେବାକୁ କହୁଛନ୍ତି।
ସୂଚନା ଅନୁସାରେ ଏହି ଦୃଶ୍ୟ ଟି ମହାରାଷ୍ଟ୍ର ର ଅଟେ ବୋଲି ଜଣାପଡିଛି।ଜଣେ ଅଙ୍ଗନବାଡ଼ି ଦିଦି କହିଛନ୍ତି ଯେ ସେ ଯାହା ଚାହିଁ ବେ ତାହା କରି ପାରିବେ।ତାଙ୍କୁ କେହି ଅଟକାଇ ପାରିବେ ନାହିଁ।
ସେହିଭଳି ଜଣେ ଦିଦି ଚେୟାର ଉପରେ ବସି ଆଉ ଜଣେ ଛାତ୍ରୀ ଙ୍କୁ ମୁଣ୍ଡ ଚିପି ଦେବା ପାଇଁ କହିଛନ୍ତି।ଏବଂ ଛାତ୍ରୀ ଜଣଙ୍କ ଦିଦି ଙ୍କ କଥା ମାନି ତାଙ୍କ ମୁଣ୍ଡ ଚିପି ଦେଇଥିଲେ।ଏହି ଦୃଶ୍ୟ ଦେଖି ସମସ୍ତେ ଛି ଛି କରୁଛନ୍ତି।
ସମସ୍ତ ବାପା ମା ମାନେ ନିଜ ପିଲା ମାନଙ୍କୁ ବିଦ୍ୟାଳୟ କୁ ପାଠ ପଢେଇବାକୁ ଛାଡ଼ି ଥାନ୍ତି।ସେମାନେ ଭାବୁଥାନ୍ତି ଯେ ତାଙ୍କ ଛୁଆ ମାନେ ଭଲ ପାଠ ପଢି ଭଲ ଚାକିରି କରିବେ।
କିନ୍ତୁ ଏଭଳି ଦୃଶ୍ୟ ଦେଖିବା ପରେ ବାପା ମା ମାନେ କାହା ଭରଷାରେ ବିଦ୍ୟାଳୟ କୁ ପାଠ ପଢ଼ାଇବା କୁ ଛାଡ଼ିବେ।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।