Movie prime

ରାସ୍ତା ମଝିରେ ଉତ୍ପାତ ମଚେଇଲା ଝିଅ ଦେଖିଲେ ଭିଡିଓ ଆଶ୍ଚର୍ୟ୍ଯ ହେଇଯିବେ

 
Viral Video
ଆପଣମାନେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖିଥିବେ।ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଯୁବତୀ ଙ୍କ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।
କଳିଯୁଗ ରେ କଳିକାଳ ର ଘଟଣା।ଜଣେ ଯୁବତୀ ରାସ୍ତା ଉପରେ ଏକ ବୃଦ୍ଧ ଲୋକଙ୍କୁ ଏଭଳି ବ୍ୟବହାର କରୁଛନ୍ତି ଯାହାକୁ ଦେଖିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ।
ଭାଇ ରାୁଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୁବତୀ ଏକ ବୃଦ୍ଧ ଙ୍କ ରିକ୍ସା ରେ ବସି ଆସୁଥିଲେ।ରିକ୍ସା ଚାଳକ ଯୁବତୀ ଙ୍କୁ ଅଧା ବାଟରେ ଓହ୍ଲାଇ ଦେଇଥିବାରୁ ଯୁବତୀ ଜଣଙ୍କ ଝଗଡ଼ା କରିଥିଲେ।ଏହାପରେ ବୃଦ୍ଧ ବ୍ୟକ୍ତି ଙ୍କୁ ଧକ୍କା ମାରିଥିଲେ।
ବୃଦ୍ଧ ବ୍ୟକ୍ତି ଜଣଙ୍କ ତଳେ ପଡି ଯାଇଥିଲେ।ଏହି ଘଟଣାଟି ଘଟିଥିଲା ଯେତେବେଳେ ଜଣେ ବ୍ୟକ୍ତି ସେଠାକୁ ଧାଇଁ ଆସିଥିଲେ।କଣ ହୋଇଛି ବୋଲି ମଧ୍ୟ ପଚାରିଥିଲେ।ବ୍ୟକ୍ତି ଜଣଙ୍କ ତାଙ୍କ ମୋବାଇଲ୍ ରେ ସବୁ ଘଟଣା ରେକର୍ଡ କରୁଥିଲେ।
ବ୍ୟକ୍ତି ଜଣଙ୍କ ଯେତେବେଳେ କଣ ହୋଇଛି ପଚାରିଲେ ସେତେବେଳେ ଯୁବତୀ ଜଣଙ୍କ ଚିତ୍କାର କରି କହୁଛନ୍ତି ଯେ ତାଙ୍କୁ ଭୁଲ୍ ରାସ୍ତାରେ ଆଣି ଓହ୍ଲାଇ ଦେଇଛନ୍ତି।କିନ୍ତୁ ରିକ୍ସା ଚାଳକ କହିଛନ୍ତି ଯେ ସେ ଏହି ଯୁବତୀ ଙ୍କୁ ଚାରି କିଲୋମିଟର ରୁ ନେଇ ଆସିଛନ୍ତି।
କେତେବେଳେ ଡାହାଣକୁ ଆଉ କେତେବେଳେ ଲେଫ୍ଟ୍ କୁ ନେବା ପାଇଁ କହି ଯୁବତୀ ଜଣଙ୍କ ଚାରି କିଲୋମିଟର ରିକ୍ସା ରେ ଆସିଛନ୍ତି।
ଏହାପରେ ରିକ୍ସା ଚାଳକ ଯୁବତୀ ଙ୍କୁ ଟଙ୍କା ମାଗିଥିଲେ।କିନ୍ତୁ ଯୁବତୀ ଜଣଙ୍କ ପଇସା ଦେବାକୁ ମନା କରୁଛନ୍ତି।ଯୁବତୀ ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ଘର ପାଖରେ ଛାଡ଼ିଲେ ହିଁ ପଇସା ଦେବେ।
ଏହାପରେ ବହୁତ ଝଗଡ଼ା କରିଥିଲେ।ବ୍ୟକ୍ତି ଜଣଙ୍କ ଭିଡିଓ କରିବାକୁ ସମସ୍ତଙ୍କୁ କହିଥିଲେ।ଯୁବତୀ ଜଣଙ୍କ ଭିଡିଓ କରିବାକୁ ମନା କରିଥିଲେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।