Movie prime

ୟୁକ୍ରେନ ଛାତ୍ରଛାତ୍ରୀ ଙ୍କୁ ନା ! ସାମ୍ନାକୁ ଆସିଲ ମେଡିକାଲ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ ଖବର

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ । ଆଉ ସୋସିଆଲ ମିଡ଼ିଆ ଦ୍ଵାରା ଆମେ ଅନେକ କଥା ଜାଣିପାରୁଛେ ।
ଆପଣମାନେ ସମସ୍ତେ ତ ୟୁକ୍ରେନ ଆଉ ଋଷ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ ଜାଣିଥିବେ । ଆଉ ଏହି ଯୁଦ୍ଧ ଆଜି ପର୍ଯ୍ୟନ୍ତ ମଧ୍ୟ ଥମିବାର ନାଁ ନେଉନାହିଁ । ଆଉ ଏହି ଯୁଦ୍ଧ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲିଛି ।
ଆଉ ଏହି ଯୁଦ୍ଧ ହେବା ଫଳରେ ୟୁକ୍ରେନ ସହରରେ ଡାକ୍ତରୀ ପାଠ ପଢୁଥିବା କିଛି ଭାରତୀୟ ତାଙ୍କ ପାଠ ଅଧାରେ ଛାଡ଼ି ଭାରତକୁ ଫେରିଥିଲେ ।
ଆଉ ଏବେ ତାଙ୍କ ପାଠ ଅଧାରେ ରହିଥିବାରୁ ସେମାନେ ଚାହୁଁଛନ୍ତି ଭାରତର ବିଶ୍ଵ ବିଦ୍ୟାଳୟରେ ତାଙ୍କୁ ଆଡ଼ମିଶନ ଦିଆଯାଉ । କିନ୍ତୁ ଏହି ଘଟଣାକୁ ନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ କିଛି ସତ୍ୟ ପାଠ କରିଛନ୍ତି । 
ଆଉ କେନ୍ଦ୍ର ସରକାର କହିଛନ୍ତି ଏହି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଶ୍ଵ ବିଦ୍ୟାଳୟରେ ଆଡ଼ମିଶନ ଦିଆଯିବା ଏବେ ଠିକ୍ ନୁହେଁ । ଏହା କରିଲେ ମେଡିକାଲ କଲେଜର ପାଠପଢା ପ୍ରଭାବିତ ହେବ ।
ଜାତୀୟ ମେଡିକାଲ କମିଶନ ଆଇନରେ ଏଭଳି କିଛି ବ୍ୟବସ୍ଥା ନାହିଁ । ତେବେ ନାମ ଲେଖାଇବା ସମ୍ଭବ ନୁହେଁ । ଯଦି ଭାରତ ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବାର ଅନୁମତି ଦେବେ ତାହେଲେ ଏହା ମେଡିକାଲ ପାଠପଢାର ମାନ ଉପରେ ପ୍ରଭାବ ପକାଇବ । 
ଭାରତର ଛାତ୍ରଛାତ୍ରୀମାନେ ଦୁଇଟି କାରଣରୁ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଉଛନ୍ତି । ଆଉ ଏହାର ଦୁଇଟି କାରଣ ରହିଛି ନିଟ ପରୀକ୍ଷାରେ କମ୍ ସ୍କୋର ଆଣିବା ଏବଂ କମ୍ ଫି ନେଉଥିବା କାରଣରୁ ଭାରତର ଡାକ୍ତରୀ ଛାତ୍ରଛାତ୍ରୀମାନେ ୟୁକ୍ରେନ ପଢିବାକୁ ଯାଉଛନ୍ତି ।
ନିଟ ପରୀକ୍ଷାରେ କମ୍ ସ୍କୋର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଯଦି ଭାରତର ବିଶ୍ଵ ବିଦ୍ୟାଳୟରେ ଆଡ଼ମିଶନ ଦିଆଯିବ ତାହେଲେ ଏହା ଅଶାନ୍ତି ସୃଷ୍ଟି କରିବ ।