Movie prime

ବାପ ଝିଅ ଦେଖନ୍ତୁ ପ୍ରଥମ ଥର Kuna Tripathy ଙ୍କ ପରିବାର ଏବଂ Lifestyle କେମିତି

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୨ ଜାନୁୟାରୀ ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଆପଣ ମାନଙ୍କର ପ୍ରିୟ ଅଭିନେତା କୁନା ତ୍ରିପାଠୀ ଙ୍କ ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।

କାରଣ ସେ ହେଉଛନ୍ତି ଜଣେ ଆଗଧାଡ଼ିର ସୁନାମ ଧନ୍ୟ କଳାକାର। ଆଜି ଆମେ କୁନା ତ୍ରିପାଠୀ ଙ୍କ ଘର ଓ ତାଙ୍କ ବାସ୍ତବିକ ଜୀବନ ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ। କି ବାସ୍ତବରେ ସେ କିଭଳି ଅଟନ୍ତି।

କୁନା ତ୍ରିପାଠୀ ଆର୍ଟସ ରେଭେନ୍ସା ବିଶବବିଦ୍ୟାଳୟ ରେ ନିଜର ମାଷ୍ଟର ଡ଼ିଗ୍ରୀ ହାସଲ କରି ସାରିଛନ୍ତି । ତାଙ୍କ ପ୍ରଥମ ଗୁରୁ ହେଉଛନ୍ତି ତାଙ୍କର ମାଆ। ଯାହାଙ୍କ ନାମ ମଧ୍ଯ ହେଉଛି ପାର୍ବତୀ ଘୋଷ ।
ସେ ତାଙ୍କ ମାଆଙ୍କୁ ନିଜ ଜୀବନ ରୁ ଗୁରୁ ବୋଲି ମାନି ଥାଆନ୍ତି। ଏବଂ କୁନା ତ୍ରିପାଠୀ ମଧ୍ୟ ସଂଗୀତା ତ୍ରିପାଠୀ ଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଜଣ ଝିଅ ମଧ୍ୟ ଅଛନ୍ତି।
ଜଣକ ନାମ ଶ୍ରୀୟା ତ୍ରୀପାଠୀ ହୋଇଥିବା ବେଳେ ଅନ୍ୟ ଜଣକ ନାମ ହେଉଛି ଶୁକ୍ଳା ତ୍ରିପାଠୀ । ସେ ଏବେ ପର୍ଯ୍ୟନ୍ତ ତାଙ୍କ ଜୀବନରେ ଅନେକ ଗୁଡ଼ିଏ ସିନେମା ମାନଙ୍କରେ ମଧ୍ଯ କାମ କରି ସାରିଛନ୍ତି।
ସେ ଏବେ ପର୍ଯ୍ୟନ୍ତ ପାଖାପାଖି ପ୍ରାୟ ଏକ ଶହ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି। ଯଦି ଆପଣ ତାଙ୍କ ରାଜନୈତିକ ଜୀବନ ଉପରେ ନଜର ପକାଇବେ ତେବେ ସେ ବିଜୁ ଜନତା ଦଳର ପାର୍ଥି ଅଟନ୍ତି।
୨୦୧୬ ରେ ସେ ବିଜେଡ଼ି ପାର୍ଥୀ ଭାବରେ ଯୋଗ ଦେଇଥିଲେ ଏବଂ ଏବେ ମଧ୍ୟ ସେ ଏକ ବିଜେଡ଼ି କର୍ମୀ ଅଟନ୍ତି। ସେ ତାଙ୍କର କଳା ପାଇଁ ମଧ୍ୟ ସାରା ଓଡ଼ିଶାରେ ଲୋକ ପ୍ରୀୟତା ହାସଲ କରିଛନ୍ତି।
ତାଙ୍କ କ୍ୟାରିୟର ରେ ମଧ୍ୟ ସେ ଅନେକ ସଫଳତା ପାଇଛନ୍ତି। ସେ ତାଙ୍କର ଅଭିନୟ ପାଇଁ ମଧ୍ୟ ଅନେକ ପୁରସ୍କାର ହାସଲ କରି ସାରିଛନ୍ତି । ତାଙ୍କର ଦୁଇ ଜଣ ଝିଅ ମଧ୍ଯ ପାଠ ପଢ଼ା ଜାରି ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.