Movie prime

କାହିଁକି ୬୦୦୦ ବିବାହ ପ୍ରସ୍ତାବକୁ ନାହିଁ କଲେ ବାହୁବଳୀ ଷ୍ଟାର Prabhas ଦେଖନ୍ତୁ ଜଣା ପଡ଼ିଲା ସତ

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତକାଲି ଥିଲା ବାହୁବଳୀ ଫିଲ୍ମ୍ ର ହିରୋ ପ୍ରଭାସ ଙ୍କ ଜନ୍ମଦିନ। ତାଙ୍କ ୪୩ ତମ ଜନ୍ମଦିନକୁ ନିଜ ସାଥୀ ମାନଙ୍କ ସହ ବେଶ ଭଲ ଭାବରେ ପାଳନ କରିଛନ୍ତି ପ୍ରଭାସ।
ସେ ପ୍ରଭାସ ନାମରେ ପରିଚିତ ଥିବା ବେଳେ କେହି କେହି ମଧ୍ୟ ତାଙ୍କର ପ୍ରକୃତ ନାମ ଜାଣନ୍ତି ନାହିଁ। ପ୍ରଭାସ ଙ୍କ ପ୍ରକୃତ ନାମ ହେଉଛି ଉପଲ୍ ପତି ଭେଙ୍କେଟା ସୂର୍ଯ୍ୟନାରାୟଣ ପ୍ରଭାସ।
 ଚଳଚ୍ଚିତ୍ର ବାହୁବଳୀ ରୁ ସେ ସାରା ବିଶ୍ବରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ୧୯୭୯ ମସିହା ଚେନ୍ନାଇ ରେ ଜନ୍ମଗ୍ରହଣ କରିଥିଲେ। ପୂର୍ବ ରୁ ପ୍ରଭାସ କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ରେ କାମ କରୁଥିଲେ।
କିନ୍ତୁ ହେଲେ ବାହୁବଳୀ ଫିଲ୍ମ୍ ପରେ ସେ ଦେଶ ତଥା ବିଶ୍ଵ ରେ ଏକ ନୁଆ ପରିଚୟ ସୃଷ୍ଟି କରି ପାରିଛନ୍ତି। କେବଳ ଭାରତରେ ନୁହେଁ ଦେଶ ବିଦେଶରେ ମଧ୍ୟ ରହିଛି ପ୍ରଭାସ ଙ୍କ ଫାନ୍ସ ଫଲୋଇଂ।
ସୂଚନା ମୁତାବକ ପ୍ରଭାସ ଯେତେବେଳ ବାହୁବଳୀ ଫିଲ୍ମ୍ ର ସୁଟିଂ କରୁଥିଲେ ସେତେବେଳେ ପ୍ରାୟ ତାଙ୍କୁ ଛଅ ହଜାର ଝିଅଙ୍କ ବିବାହ ପ୍ରସ୍ତାବ ଆସିଥିଲା।
ଏତେ ଗୁଡିଏ ଝିଅ ମାନଙ୍କର ପ୍ରସ୍ତାବ ଆସିବା ପରେ ପ୍ରଭାସ ବିଚଳିତ ନହୋଇ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଫିଲ୍ମ୍ ଉପରେ ହିଁ ରଖିଥିଲେ। ଏଥି ପାଇଁ ସେହି ସମୟରେ ତାଙ୍କ ନିକଟକୁ ଆସିଥିବା ସମସ୍ତ ପ୍ରସ୍ତାବ କୁ ପ୍ରତ୍ୟାଖାନ କରାଯାଇ ଥିଲା।
ହେଲେ ସେହି ସମୟରେ ପ୍ରଭାସ ଙ୍କ ସହ ଅନୁଷ୍କା ସେଟ୍ଟି ଙ୍କ ସମ୍ପର୍କ ଗଣ ମାଧ୍ୟମରେ ବେଶ ଚର୍ଚ୍ଚା ଧରିଥିଲା। ଏଭଳି ମଧ୍ଯ କୁହାଯାଏ କି ଅନୁଷ୍କା ହେଉଛନ୍ତି ପ୍ରଭାସ ଙ୍କ ଇନ୍ନର ଗାର୍ଲ୍ ଫ୍ରେଣ୍ଡ୍।
ଫିଲ୍ମ୍ ସାହୋ ପାଇଁ ଅନୁଷ୍କା ନାମ ସୁପାରିଶ କରିଥିଲେ ପ୍ରଭାସ ହେଲେ ଅଧିକା ଓଜନ ହେତୁ ତାଙ୍କ ସ୍ଥାନରେ ଶ୍ରଦ୍ଧା କପୁର ଙ୍କୁ ନିଆ ଯାଇଥିଲା। ଏଭଳି ଅନେକ କଥା ପ୍ରଭାସ ଙ୍କୁ ନେଇ ସାମ୍ନାକୁ ଆସିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.