Movie prime

ସ୍କୁଲ ଝିଅକୁ ଡାକି ଆଣି କଲେ ଏମିତି କାମ ଭିଡିଓ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Viral
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଘଟୁଛି। ଆଉ ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ବା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଲୋକମାନେ ବା ମହିଳାମାନେ ଏମିତି କିଛି କାମ କରିବା ପୂର୍ବରୁ କେମିତି ସବୁ ଭୁଲି ଯାଉଛନ୍ତି ।
ଆଉ ଏଭଳି କାମ କରୁଛନ୍ତି ଯାହା ନିନ୍ଦନୀୟ ଆଉ ଲଜ୍ୟାଜନକ ଅଟେ। ଆଜିର ସମୟରେ କୌଣସି ସମ୍ପର୍କ ରେ ଆଉ ପବିତ୍ରତା, ନୈତିକତା ଦେଖିବାକୁ ମିଳୁ ନାହିଁ । ପ୍ରତିଦିନ କିଛି ନା କିଛି ଏପରି ଖରାପ ଘଟଣା ଦେଖିବା କୁ ମିଳୁଛି ଯାହା ସହଜରେ ଗ୍ରହଣୀୟ ହୋଇ ପାରୁ ନାହିଁ । 
ପ୍ରେମ ନାଁ ରେ ସେମାନେ ଏପରି କାର୍ଯ୍ୟ କରୁଛନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକଙ୍କ ମୁଣ୍ଡ ତଳକୁ କରି ଦେଇଥାଏ। ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆଜିକାଲି ସମାଜରେ ପ୍ରେମ ପାଇଁ ନିଜର ମାନସମ୍ମାନକୁ ଭୁଲି ଯାଇ କରୁଛନ୍ତି ନିନ୍ଦନୀୟ କାମ। ପ୍ରେମିକକୁ ଦେଖା କରିବା ପାଇଁ ପ୍ରେମିକା ଡାକୁଛି ସ୍କୁଲ୍ ରୁମ୍ ଭିତରକୁ ତ ଆଉ କିଏ ଡାକୁଛି ଜଙ୍ଗଲ ଭିତରକୁ। 
ଆପଣ ମାନେ ଏହି ଭିଡ଼ିଓଟିରେ ଦେଖି ପାରୁଥିବେ କେମିତି ସ୍କୁଲ୍ ରୁମ ଭିତରକୁ ଧରିକି ଆସିଲେ ପ୍ରେମିକ। ଆଉ ତା'ପରେ ଯାହା କଲେ ତାଙ୍କ ସହ ଆପଣ ମାନେ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଜଣେ ଝିଅ ସ୍କୁଲକୁ ଯାଇ ପାଠ ନପଢି ତା ପ୍ରେମିକ ସହିତ ଯାଇ କରୁଛି ରାସଲୀଳା। ଏବଂ ପ୍ରେମିକ ଜଣକ ପ୍ରେମିକାକୁ ସ୍କୁଲ୍ ରୁମକୁ ଡାକି କେମିତି ତା'ର ଭିଡ଼ିଓ ଲୁଚି ଲୁଚି କରୁଛି ଆପଣ ମାନେ ଦେଖିପାରୁଥିବେ। 
ଆଉ ପ୍ରେମିକ ଜଣକ ସ୍କୁଲ ରୁମକୁ ଧରିକି ଆସିଛି ମାନେ ଆପଣ ଆମେ ବି ବୁଝି ପାରୁଥିବେ ତା ସହିତ କ'ଣ ଘଟିଥିବ। ଆଉ ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ଘଟି ଚାଲୁଛି।
ଆଉ ଏମିତି କିଛି କାମ କରିବା ପୂର୍ବରୁ ସେମାନେ ଭୁଲି ଯାଉଛନ୍ତି କି ଏହି କାମ କରିବା ଠିକ୍ କି ଭୁଲ । ଆଉ ଭାବୁନାହାନ୍ତି ଏହିଭଳି କାମ କରିଲେ ମୋ ପରିବାର ଆଉ ମୋର ଇଜ୍ଜତ କଣ ହେବ।
ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଆଜିକାଲି ଦୁନିଆରେ ଏହିଭଳି ଅନେକ ଲଜ୍ୟାଜନକ ଘଟଣା ଘଟୁଛି। ଯାହା ଆମ ସମାଜ ପାଇଁ ନିନ୍ଦନୀୟ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.