Movie prime

ଘେରିଲେ ଅଙ୍ଗନବାଡ଼ି କର୍ମୀ ଜାଣିଶୁଣି କରାଯାଉଛି ବଦନାମ ଦେଖନ୍ତୁ କଣ କହିଲେ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ପ୍ରକାରର ବା ସବୁ ଦେଶ, ବିଦେଶ, ରାଜ୍ୟ , ଜିଲ୍ଲା ଆଉ ସବୁ ଅଞ୍ଚଳର ଖବର ଦେଖିବାକୁ ମିଳିଥାଏ ।
ଏହିସବୁ ଘଟଣା ବା କେଉଁ ଅଞ୍ଚଳରେ କେଉଁ ଘଟଣା ଘଟୁଛି ତାହା ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଜାଣିପାରୁଛେ । ଏବେ ସୋସିଆଲ ମିଡିଆରେ ଅଙ୍ଗନାୱାଡ଼ି କର୍ମୀମାନଙ୍କୁ ନେଇ ଏକ ଖବର ଆସିଛି ।ଯାହା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଜଣେ ଅଙ୍ଗନୱାଡି କର୍ମୀଙ୍କ ମିଥ୍ୟା ବୟାନ ଏବଂ ବିବାଦୀୟ ଘଟଣାକୁ ଭିତ୍ତି କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଶତାଧିକ ଅଙ୍ଗନୱାଡି କର୍ମୀ ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ।
ଜଣେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ସାବିତ୍ରୀ ପଣ୍ଡା କୁଜଙ୍ଗ ବ୍ଲକର ସିଡ଼ିପିଓ ତନୁପ୍ରଭା ବେହେରାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଉପରେ ମିଥ୍ୟା ଅଭିଯୋଗ ସହ ଆପତ୍ତିଜନକ କଥା ଆଣିଛନ୍ତି । 
ଏହିସବୁ ଅଭିଯୋଗ ସେ ଗଣମାଧ୍ୟମକୁ ଦେଇଛନ୍ତି । ଆଉ ଏହିସବୁ ଅଭିଯୋଗ ମିଥ୍ୟା ବୋଲି ଜାଣିବା ପରେ ସେହି ଅଙ୍ଗନୱାଡି କର୍ମୀଙ୍କ ନାଁରେ ଶତାଧିକ ଅଙ୍ଗନୱାଡି କର୍ମୀ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସେହି ମହିଳାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ସାବିତ୍ରୀ ପଣ୍ଡା ବିଭ୍ରାନ୍ତିକର ବୟାନ ଦେଇଛନ୍ତି ।
ଏହି ମାମଲାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ଆଉ ଏହି ଘଟଣା ଏବେ ସବୁଆଡେ ବ୍ୟାପି ସରିଲାଣି । ଏହି ଶତାଧିକ ଅଙ୍ଗନୱାଡି କର୍ମୀ ସିଡିପିଓଙ୍କୁ ବିଶ୍ବାସ କରି ସେହି ମିଥ୍ୟା ଅଭିଯୋଗ କରିଥିବା ମହିଳାଙ୍କ ନାଁରେ କେସ ଦେଇଛନ୍ତି ।
ଆଉ ଏହି ଅଭିଯୋଗକୁ ଥାନା ପୋଲିସ ଗୁରୁତର ଭାବରେ ନେବେ ବୋଲି ସେମାନେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏବେ କେଉଁ ମୋଡ଼ ଆସୁଛି ସେହି ବିଷୟରେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଆମେ ଜାଣିପାରିବା । ଦେଖାଯାଉ ଏହି ଘଟଣାକୁ ନେଇ କେଉଁ ମୋଡ଼ ଆସୁଛି ।