Movie prime

କାମ ଦେବେ କହିକି ସେ କାମ କରେଇଦେଲେ ଏବେ ଆମ ହାତ ଶୂନ୍ୟ

 
Viral news
ବର୍ତ୍ତମାନ ଜଣେ କିନ୍ନର ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ପାର୍କିଂ ରେ କାମ କରୁଥିଲେ।ତିନି ବର୍ଷ ହୋଇଗଲାଣି ସେ କାମ କରୁଛନ୍ତି।କିନ୍ତୁ ସେ ଗୋଟିଏ ମାସର ଦରମା ପାଇଛନ୍ତି।
ଆଜି କୁ ଦେଢ଼ ବର୍ଷ ହୋଇଗଲାଣି ତାଙ୍କୁ ଦରମା ଦିଆଯାଇ ନାହିଁ।କିନ୍ତୁ ସେ ତାଙ୍କ କାମ କରୁଥିଲେ। ଯେତେବେଳ ସେ ପଇସା ମାଗିଥାନ୍ତି ସେତେବେଳେ ଧମକ ଦେଇଥାନ୍ତି।ଥାନାରେ ଦେଇଦେବେ,ତାଙ୍କ ନାମରେ କେଶ୍ କରିଦେବେ ଏହିଭଳି କଥା କୁହନ୍ତି।
ଏମିତି ହେଲା ପରେ ଏହି କିନ୍ନର ଜଣଙ୍କ ମିରା ମା ଙ୍କୁ ଜଣାଇଥିଲେ। ସେ କହିଥିଲେ ତାଙ୍କ ସହିତ କଥା ହୋଇ ଦରମା ଦେବାପାଇଁ କିନ୍ତୁ ସେ କଥା ହୋଇଛନ୍ତି ନାହିଁ ସେ ଜାଣି ନାହାନ୍ତି, କାରଣ ତାଙ୍କୁ ଏଯାଏଁ ଦରମା ମିଳି ନାହିଁ।
କିନ୍ନର ଜଣଙ୍କ ଯେତେବେଳେ କାମ କରୁଥିବା ସମୟରେ ପଇସା ପାଇଲେ ନାହିଁ ସେ କାମ ଛାଡ଼ି ଦେବାକୁ କହିଥିଲେ।କିନ୍ତୁ ସେ ଯେଉଁଠି କାମ କରୁଛନ୍ତି ସେଠାରେ ତାଙ୍କୁ କାମରେ ରହିବା ପାଇଁ ଧମକ ଦେଇଥିଲେ।
ଯେତେବେଳେ ସେ କାମ କରିବାକୁ କହିଥିଲେ ପ୍ରଥମେ ତାଙ୍କୁ ପାର୍କିଂ କାମ କରିବାକୁ ଦେଇ ନଥିଲେ।ତାଙ୍କୁ ସେ-କ୍ସୁଆଲ୍ କାମ କରିବାକୁ ଆଗେ କୁହାଯାଇଥିଲା।
ଏହାପରେ କିନ୍ନର ଜଣଙ୍କ ଯିଏ ତାଙ୍କୁ କାମ ଦେଇଥିଲେ ତାଙ୍କୁ କହିଥିଲେ ଯେ ଆପଣ ମତେ କାମ ଦେବେ ବୋଲି କହିଥିଲେ କିନ୍ତୁ ଏଠାରେ ଏପରି କାମ କରିବାକୁ କହୁଛନ୍ତି।ଏହାପରେ କହିଥିଲେ ଯେ ପାର୍କିଂ କାମ ଦିଆଯାଉ ନହେଲେ ସେ ଆଉ କେଉଁଠି ଯାଇ କାମ କରିବେ।
ଏହାପରେ ସେ କାମ ଦେବେ ବୋଲି କହି ଏକ ମାସ ପର୍ଯ୍ୟନ୍ତ ସେ-କ୍ସୁଆଲ୍ ଲଗାଇଥିଲେ।କିନ୍ନର ଜଣକ ତାଙ୍କ କଥା ମାନି ସେଠାରେ ଚୁପ ହୋଇ ରହିଥିଲେ।କିନ୍ତୁ କିଛି କହି ପାରି ନଥିଲେ।ବହୁତ ଜାଗା ତାଙ୍କୁ ପଠାଇଛନ୍ତି।
ଯେତେବେଳେ ଏହି କାମ କରିବାକୁ ମନା କରିଲେ ତାଙ୍କୁ ପାର୍କିଂ ରେ କାମ କରିବାକୁ କହିଲେ।କିନ୍ତୁ ସେଠାରେ ଯେତେବେଳେ କାମ କରିଲେ ତାଙ୍କୁ ବାର ହଜାର ଟଙ୍କା ଦେବେ ବୋଲି କହିଥିଲେ।କିନ୍ତୁ ସେ ମାସେ କାମ କରୁଥିଲେ ଛ ହଜାର ଟଙ୍କା ଦେଇଥିଲେ।ଏହାପରେ ଆଉ କିଛି ଦରମା ମିଳି ନାହିଁ।