Movie prime

ଚୋରକୁ ଧରିଲା CCTV ଦେଖନ୍ତୁ ଏହି ଭୟଙ୍କର ଭିଡିଓ କେମିତି କୌଶଳ ଲାଗିଲା ଚୋର

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଚୋର ଜଣକ ଏକ ଅଭିନବ ଉପାୟରେ ଚୋରି କରୁଛି । ଆଉ ଏହି ଚୋରି କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଉ ଏହି ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି ଚୋରଟି ଏଭଳି ଭାବେ ଚୋରି କରୁଛି ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଆଉ ଏହି ଘଟଣା ଏବେ ସିସିଟିଭି ଫୁଟେଜ ରେ ରେକର୍ଡ ହୋଇଛି । ଆଉ ଏହି ସିସିଟିଭିରେ ଏହା ରେକର୍ଡ ହୋଇଛି । ଚୋର ଜଣକ ପ୍ରଥମେ ସ୍କୁଟି ପାଖକୁ ଯାଉଛି ।
ଆଉ ଏହାପରେ ସେ ଏହି ସ୍କୁଟି ଉପରେ ବସୁଛି ଆଉ କୌଣସି ଏକ ଗାଡ଼ି ଚାବି ଆଣି ସେଠାରେ ପୁରାଉଛି । ଆଉ ଏହାପରେ ଗାଡ଼ି ହ୍ୟାଣ୍ଡେଲ ଅନ ଲକ୍ କରିବାକୁ ଚାହୁଁଛି ।
ଆଉ ସେ ଏଭଳି ଭାବରେ ଗାଡ଼ି ଉପରେ ବସୁଛି ଯାହାକୁ ଦେଖିଲେ କେହିବି ସନ୍ଦେହ କରିପାରିବେ ନାହିଁ । ଆଉ ଏହି ଚୋର ଜଣକ ପ୍ରଥମେ ଗୋଟିଏ ସ୍କୁଟିରେ ବସିଥିଲା ।ଆଉ ତାର ଚାବି ସେ ଫିଟାଇ ପାରିଲା ନାହିଁ
ଆଉ ଏହାପରେ ସେହି ଚୋର ଜଣକ ଆଉ ଏକ ଗାଡ଼ି ପାଖକୁ ଗଲା ଆଉ ତାପରେ ସେହି ଗାଡ଼ି ଉପରେ ବସିଲା । ଆଉ ଗାଡ଼ି ଉପରେ ବସି ମୋବାଇଲ୍ ଚଲାଇଲା ।
ଆଉ ତାପରେ ସେହି ବ୍ୟକ୍ତି ଜଣକ ଏକ ଚାବି ଆଣି ସେହି ଗାଡ଼ିକୁ ଅନ ଲକ୍ କରିଲା । ଆଉ ଗାଡ଼ିଟି ଚାବି ଦ୍ଵାରା ଫିଟିଗଲା । ଆଉ ଶେଷରେ ସେହି ଗାଡ଼ି ନେଇ ପଳାଇଲା । ଆଉ ଏହି ସିସିଟିଭି ଫୁଟେଜ ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।ଏହିଭଳି ଚୋରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।