Movie prime

ପୁଣି Viral ହେଲେ ଚା ବାଲା ଦେଖନ୍ତୁ କେମିତି ସୁନ୍ଦର ଭାବେ ଗୀତ ବୋଲି ବୋଲି ବିକ୍ରି କରୁଛନ୍ତି ଚା ଦେଖନ୍ତୁ VIRAl VIDEO

 
Viral video

ସମସ୍ତେ ପ୍ରାୟ ଚା' ପାଇବା ପାଇଁ ପସନ୍ଦ କରିଥାନ୍ତି। ଚା' ର ଚାହିଦା ପ୍ରାୟ ବର୍ଷା ଓ ଶୀତ ଦିନରେ ଖୁବ୍ ବହୁତ ହେଇଥାଏ। ଦେହ ଅସୁସ୍ଥ ବା ଜର ହେଲେ ଚା' ଟିକେ ପିବାପାଇଁ ବେଶି ଇଛା ହୋଇଥାଏ।

ସେହିପରି ଗ୍ରୀନ ଟି ପିଇବା ଦ୍ଵାରା ମୋଟାପଣ କମିଥାଏ। କିନ୍ତୁ ଏହା ବ୍ୟତୀତ ଗ୍ରୀନ ଟି ପାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରିତା ରହିଥାଏ।

ଗରମାଗରମ୍ ଚା ସେଥିରେ ଏମିତି ମଜାଦରିଆ ଗୀତ। ସକାଳ ପାଇଲେ ଓଠ ଯେତେବେଳେ ଚା ଟିକେ ଖୋଜେ ସେତେବେଳେ ଏମିତି ଗୀତ ଗାଇ ଗାଇ ଲୋକଙ୍କୁ ଚାହା ଦିଅନ୍ତି ନିଆରା ଚାହା ଦୋକାନୀ ରବୀନ୍ଦ୍ର ସ୍ବାଇଁ।
ଦୋକାନ ଖୋଲି ସେ ପସରା ମେଲାନ୍ତି। ଆଉ ଲୋକଙ୍କୁ ତାଙ୍କ ମନ ପସନ୍ଦର ଚା ଫେଣ୍ଟି ଦିଅନ୍ତି। ସେ କାହା ବିଷୟରେ କୁହନ୍ତି ଏ ହେଉଛି ହର୍ବାଲ ଟି ଆୟୁର୍ବେଦିକ୍ ଥଣ୍ଡା କାଟିବା ମୁଣ୍ଡ ବ୍ୟଥା ଦୂର କରିବ। 
ରବୀନ୍ଦ୍ର କ୍ଷୀରରେ ଯେତିକି ଚା ଚିନି ଆଉ ଅମୁଲ ପକାନ୍ତୁ ତାଙ୍କ ଗୀତରେ ମଧ୍ୟ ସ୍ନେହ,ପ୍ରେମ ଆଉ ଆତ୍ମୀୟତ ଭାରି ଦିଅନ୍ତି। ଖାସ୍ ସେଇଥି ପାଇଁ ତ ସଖଳ ପାଉ ପାଉ ତାଙ୍କ ଦୋକାନ ଆଗରେ ଲାଗେ ଲୋକଙ୍କ ଲମ୍ବା ଲାଇନ।
ଆଉ ସମସ୍ତଙ୍କୁ ରବୀନ୍ଦ୍ର ତାଙ୍କ କଳାକାର ଅନ୍ଦାଜ ରେ ଗୀତ ଗାଇ ଅଭିନୟ କରି ଚାହା ଗିଲାସ ବଢେଇ ଦିଅନ୍ତି। ଯେଉଁଠି ଯାତ୍ରା କି ମେଲୋଡି ହୁଏ ସେଇଠି କମେଡିଆନ ଭାବେ ଖୋଜା ପଡ଼ନ୍ତି ରବୀନ୍ଦ୍ର। 
ନିଜର ନିଖୁଣ ଅଭିନୟ ତାଙ୍କୁ ଚାରି ଖଣ୍ଡ ଗାଁ ରେ ପରିଚିତ କରି ପାରିଛି। ହେଲେ ପରିବାର ପୋଷିବା ପାଇଁ ପାଟି କୁ ଦାନ ଦେବା ପାଇଁ ରବିନ୍ଦ୍ର ଏବେ ତାଙ୍କ ନିଶାକୁ ପଛରେ ପକାଇ।
ଚାହା ଦୋକାନ କୁ ପେଶା କରିଛନ୍ତି ଆଉ ଚାହା ବିକୁଛନ୍ତି। ରବିନ୍ଦ୍ର କଳା ଆଉ ସଂସ୍କୃତିକୁ ଭଲ ପାଇନ୍ତି। ଆଉ କହିଛନ୍ତି ସେଇ କଳା କୁ ନେଇକି ଗରାଖ ମୋ ପାଖକୁ ଟାଣି ଆସନ୍ତି। ଏବଂ ଏ ଛୋଟ ଦୋକାନ ଦେଇକି ସେ ସବୁବେଳେ ଖୁସି ବୋଲି କହିଛନ୍ତି।