Movie prime

ଝିଅକୁ ଆସିଲା କଲ ଭିଡିଓ ହେଲା ଭାଇରାଲ୍ ଦେଖନ୍ତୁ କାହିଁକି କଣ ହେଲା ଏମିତି

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖିଥିବେ। କିଏ କେତେବେଳେ ନିଜ ପ୍ରେମିକ କୁ ଦେଖା କରିବା ପାଇଁ ଘରେ ମିଛ କହି ଆସୁଛି ତ ଆଉ କିଏ ନିଜ ପ୍ରେମିକ କୁ ଭିଡିଓ କଲ କରି ନିନ୍ଦନୀୟ କାମ କରୁଛି। ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏବଂ ପ୍ରେମୀ ଯୁଗଳ ଏମିତି କାରନାମା କରୁଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ବି ନିନ୍ଦା କରିବେ।
ବନ୍ଧୁଗଣ ଆଜିକା ଯୁଗରେ ପିଲାମାନେ ଯାହା ହେଉଛନ୍ତି ସେ କଥା ନ କହିଲେ ଭଲ । ଆଜିକା ଯୁଗର ପିଲାମାନେ ଏମିତି କିଛି କାମ କରୁଛନ୍ତି ଯାହା ବିଷୟରେ ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏମିତି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ମଧ୍ୟ ଅଟେ। ସମାଜରେ ପ୍ରେମ ଶସ୍ତା ହେଇଗଲାଣି | ପ୍ରେମୀ ଯୁଗଳ ମାନେ ଏହି ପ୍ରେମକୁ କେଉଁ ଭଳି ଭାବୁଛନ୍ତି ତାହା ତ କେହି ଜାଣି ନାହାଁନ୍ତି କିନ୍ତୁ ଏହି ଭିଡିଓଟି ରେ ଯାହା ସବୁ କାରନାମା ହୋଇଛି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ପ୍ରେମର ନାଁ ଏବେ ଯୁବସମାଜ ନାନା ପ୍ରକାର ଘଟଣା ଘଟାଉଛନ୍ତି ତା ସହ ନିଜର ସମ୍ମାନ ହରାଉଛନ୍ତି | ଆଜି ଆପଣ ଏମିତି ଏକ ଦୃଶ୍ୟ ଦେଖିବେ ଯେଉଁଥିରେ କିଛି ସମୟର ଖୁସି ପାଇଁ ଲୋକଲାଜ୍ୟାର ପାତ୍ର ହେଲେ ପ୍ରେମୀଯୋଗଳ|ଆଜିକାଲି ପ୍ରେମ ତ ସମସ୍ତେ କରୁଛନ୍ତି କିନ୍ତୁ ପ୍ରେମର ପ୍ରକୃତ ମୂଲ୍ୟ ଖୁବ୍ କମ୍ ଲୋକ ବୁଝି ପାରିଛନ୍ତି। ଆପଣ ଦେଖୁଥିବା ଏହି ଭିଡିଓଟି ରେ ଦୁଇ ପ୍ରେମୀ ଯୁଗଳ କିପରି ଭିଡିଓ କଲ୍ ରେ ବାର୍ତ୍ତାଳାପ କରୁଛନ୍ତି। ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। 
ଦେଖିବାକୁ ମିଳୁଛି ଯେ ଝିଅଟି ଶୋଇଥିବା ଅବସ୍ଥାରେ ହସି ହସି ନିଜ ପ୍ରେମିକ ସହିତ ମଜାମସ୍ତି କରୁଛନ୍ତି। ଏବଂ ଝିଅଟି ରୁମ୍ ଭିତରେ ନିଜ ପ୍ରେମିକ କୁ ଭିଡିଓ କଲ୍ କରି ଦେଖାଇ ଦେଇଥିଲା ସବୁ କିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହିଭଳି ଭାବେ ଉଭୟ ପ୍ରେମୀ ଯୁଗଳ ନିଜ ମାନସମ୍ମାନ କୁ ଭୁଲି ଯାଇ କରୁଛନ୍ତି ରାସଲୀଳା। ଏଭଳି ପ୍ରେମୀ ଯୁଗଳଙ୍କୁ ଚେତାବନୀ ଦେଉଛୁ ଯେ ଏହିଭଳି ଟିକିଏ ସମୟର ଖୁସି ପାଇଁ କେବେ ନିଜ ଇଜ୍ଜତକୁ ତଳେ ପକାନ୍ତୁ ନାହିଁ।