Movie prime

ହଠାତ ମାଡ଼ି ଆସିଲା ଟ୍ରେନ ଆଉ ତା ପରେ ହେଲା ଏମିତି ଘଟଣା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏବଂ ସେହି ଭିଡିଓ ଗୁଡିକ ମଧ୍ୟରୁ କିଛି ଭିଡିଓ ଏଭଳି ଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ଏବଂ ବିଶ୍ବାସ ମଧ୍ଯ କରି ପାରିବେ ନାହିଁ। କଥାରେ ଅଛି “ରଖେ ରହି ତ ମାରେ କିଏ "। ସେହି ଉକ୍ତି ଆଜି ସତ ବୋଲି ପ୍ରମାଣିତ ହେବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ।
ଆଜ୍ଞା ହଁ ପାଠକ ବନ୍ଧୁ ଜଣେ ବ୍ୟକ୍ତି ଟ୍ରେନ ଲାଇନ ପାର ହୋଇ ଏକ ପାର୍ଶ୍ଵ ରୁ ଅନ୍ୟ ପାର୍ଶ୍ଵ କୁ ଯାଉଥିଲେ ଏବଂ ଠିକ ସମୟରେ ଆସି ଯାଇଥିଲା ଟ୍ରେନ ଆଉ ତାପରେ ଯାହା ହେଲେ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏତେ ଜୋର ରେ ଟ୍ରେନ ଟି ମାଡ଼ି ଆସିଥିଲା ଯେ ବ୍ୟକ୍ତି ଜଣକୁ ଷ୍ଟେସନ ଉପରକୁ ଚଢିବା ମଧ୍ୟ ସମ୍ଭବ ହେଲା ନାହିଁ। ଫଳରେ ବ୍ୟକ୍ତି ଜଣକ ସେହି ତଳେ ହିଁ ରହିଗଲେ।
ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ମାନେ ଏହା ଭାବିଥିଲେ କି ସେଠାରୁ ବୋଧ ହୁଏ ଆଉ ଯୁବକ ଜଣକ ବର୍ତ୍ତି ପାରିବେ ନାହିଁ। ହେଲେ ଟ୍ରେନ ଯିବା ପରେ ଦେଖିବାକୁ ମିଳିଲା କି ଯୁବକ ଜଣକର କୌଣସି କ୍ଷତି ହୋଇ ନାହିଁ। ଯୁବକ ଜଣକ ସମ୍ପୂର୍ଣ ଭାବରେ ସୁସ୍ଥ ଅଛନ୍ତି ତାଙ୍କର କୌଣସି ସ୍ଥାନରେ କ୍ଷତି ମଧ୍ଯ ହୋଇ ନାହିଁ। ଯୁବକ ଜଣକ ମଧ୍ୟ ସୁରକ୍ଷିତ ଭାବରେ ଉଠି ଠିଆ ହୋଇଛନ୍ତି।
ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏବଂ ଭିଡିଓ ଲୋକ ମାନେ ଯୁବକ ଜଣଙ୍କୁ ସବାସି ଦେଇଛନ୍ତି।ଏବଂ ଅନେକ ଲୋକ ମାନେ କମେଣ୍ଟ ମାଧ୍ୟମରେ ଏହା ମଧ୍ଯ କହିଛନ୍ତି କି ଯୁବକ ଜଣକ ଙ୍କ ଏଭଳି ଭାବରେ ଦାୟିତ୍ଵ ହୀନତା ହେବା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ କାର୍ଯ୍ୟ ଅଟେ। ତାଙ୍କୁ ନିଶ୍ଚିତ ଭାବରେ ସତର୍କତା ଅବଲମ୍ବନ କରିବା ଉଚିତ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.