ଚାହୁଁ ଚାହୁଁ ଘଟିଲା ଏମିତି ଏକ ଭୟଙ୍କର ଦୁର୍ଘଟଣା ଯାହାକୁ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ଦେଖନ୍ତୁ କଣ ହେଲା Exclusive
Tue, 2 Aug 2022

ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ବିଷୟରେ ଜାଣିବାକୁ ପାଉଥିବେ।ଏଠାରେ କେତେବେଳେ କଣ ହୋଇଥାଏ ତାହା କେହି ଜାଣି ପାରନ୍ତି ନାହିଁ।
ଯେତେବେଳେ ଯାହା ସହିତ ଯେଉଁ ଘଟଣା ଘଟିବାର ଥିବ ତାହା ହୋଇକି ହିଁ ରହିବ।ଆପଣମାନେ ବସିକି କଥା ହେଉଥିବା ସମୟରେ ମଧ୍ୟ କିଛି ବି ହୋଇପାରେ।ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ।
ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ସେହି ଭିଡିଓ ଦେଖି ବହୁତ ଭୟଭୀତ ହୋଇ ପଡ଼ିବେ ଜଣେ ବ୍ୟକ୍ତି ଠିକ୍ ସମୟରେ ରକ୍ଷା ପାଇଗଲେ ନ ହେଲେ ତାଙ୍କର ମୃତ୍ୟୁ ନିଶ୍ଚୟ ଭାବରେ ହୋଇଥାନ୍ତା।
କାରଣ ଜଣେ ବ୍ୟକ୍ତି ଗାଡ଼ି ଧରି ପାହାଡିଆ ରାସ୍ତା ଉପରେ ଯାଉଥିଲେ। ସେହି ସମୟରେ ଏକ ଅଘଟଣ ଘଟିଗଲା ।
ଯେତେବେଳେ ବ୍ୟକ୍ତି ଜଣଙ୍କ ବାଇକ୍ ନେଇ ସେହି ରାସ୍ତା ଦେଇ ଆସିଥିଲେ ସେହି ସମୟରେ ଏକ ପାହାଡ ଭାଙ୍ଗି ଯାଇ ଖସି ପଡିଥିଲା।
ଏବଂ ବ୍ୟକ୍ତି ଜଣଙ୍କ ଗାଡ଼ି ବହୁତ ଜଲ୍ଦୀ ଚଲାଇ ସେଠାରୁ ଚାଲି ଆସିଥିଲେ।ଯଦି ବ୍ୟକ୍ତି ଜଣଙ୍କ ଠିକ୍ ସମୟରେ ସେଠାରୁ ଚାଲି ଆସି ନଥାନ୍ତେ ତାହେଲେ ପାହାଡ ଟି ଖସି ବ୍ୟକ୍ତି ଙ୍କ ଉପରେ ପଡିଥାନ୍ତି।ଆଉ ଗୋଟିଏ କଥା ହେଉଛି ଯେ ସେହି ରାସ୍ତାରେ ଆଉ କେହି ଯାଇନଥିଲେ।
କେବଳ ଏହି ବ୍ୟକ୍ତି ଜଣଙ୍କ ହିଁ ତାଙ୍କ ବାଇକ ନେଇ ଆସିଥିଲେ।ଆଉ ସେଠାରେ ଜଣେ ବ୍ୟକ୍ତି ଉପସ୍ଥିତ ରହିଥିଲେ।ଏବଂ ଏହି ଘଟଣାର ଭିଡିଓ କରିଥିଲେ। ଯେତେବେଳେ ବ୍ୟକ୍ତି ଜଣକ ଆସୁଥିଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବହୁତ ଜୋରେ ଚିତ୍କାର କରି କହୁଥିଲେ ଜଲ୍ଦୀ ଆସ।
ବ୍ୟକ୍ତି ଜଣଙ୍କ ବହୁତ ଜଲ୍ଦୀ ରେ ଗାଡ଼ି ଚଲାଇ ଚାଲି ଆସିଥିଲେ।ନହେଲେ କିଛି ବି ହୋଇଥାନ୍ତା ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।