Movie prime

ଶାଶୁଘରେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ Riya Dey ଙ୍କ ପ୍ରଥମ ଦିନ ଦେଖନ୍ତୁ କେମିତି ଅଛନ୍ତି

 
Viral video
ନମସ୍କାର ପାଠକ ବନ୍ଧୁ ଆପଣ ମାନେ ବେଶ ଭାବରେ ଓଲିଉଡ଼ ର ସୁପର୍ ହିଟ୍ ନାୟିକା ରିୟା ଦେ ଙ୍କ ସମ୍ପର୍କ ରେ ଜାଣିଥିବେ। ସେ ହେଉଛନ୍ତି ଓଲିଉଡ଼ ର ଆଗ ଧାଡ଼ି ର ନାୟିକା।
ସେ ମଧ୍ଯ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଅନେକ ହିଟ୍ ସିନେମା ମାନ ଭେଟି ଦେଇଛନ୍ତି। ତାଙ୍କୁ ଲୋକ ମାନେ ବଡ଼ ପରଦା ଉପରେ ଦେଖିବା ପାଇଁ ଖୁବ୍ ପଶନ୍ଦ ମଧ୍ଯ କରନ୍ତି।
ଭଲ ଅଭିନୟ କରିବା ସହ ସେ ଏକ ଖୁବ ସୁନ୍ଦର୍ ଡାନ୍ସର ମଧ୍ଯ। ତାଙ୍କ ଡାନ୍ସ ର ତଡକା ଦେଖିବା କୁ ସମସ୍ତେ ଭଲ ପାଆନ୍ତି।
ଆପଣ ମାନେ ଜାଣିଥିବେ କି ଅନେକ ଦିନ ଧରି ରିୟା କାହାକୁ ବିବାହ କରିବେ ସେନେଇ ଜୋରଦାର ଚର୍ଚ୍ଚା ଧରିଥିଲା। ଏବଂ ରିୟା କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେଥି ପାଇଁ ଲୋକ ମାନେ ମଧ୍ୟ ଏହାକୁ ଅପେକ୍ଷା କରି ରହିଥିଲେ।
ହେଲେ ଏବେ ରିୟା ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଏବଂ ସେ ତାଙ୍କ ଜୀବନ ସାଥୀ ଙ୍କ ସହ ତାଙ୍କ ଆଗାମୀ ଦିନ ବିତାଇବା ପାଇଁ ସେ ବେଶ ଖୁସି ମଧ୍ୟ ଅଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ରିୟା ଙ୍କ ମେହେନ୍ଦି , ସଙ୍ଗୀତ ଓ ହଳଦୀ ର ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ରିୟା ଏବଂ ଅନ୍ୟ ସିନେ ଜଗତର କଳାକାର ମାନେ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ।
ଏବଂ ସେମାନେ ଖୁବ ମଜା ମସ୍ତି ମଧ୍ଯ କରିଛନ୍ତି। ରିୟା ଙ୍କୁ ମଧ୍ଯ ଦମଦାର ଡାନ୍ସ କରିଥିବାର ଦେଖିବାକୁ ମିଳିଛି। ଏଥି ସହ ତାଙ୍କ ସମସ୍ତ ଗେଟ୍ ଅପ୍ ମଧ୍ଯ ଖୁବ୍ ସୁନ୍ଦର୍ ଦେଖା ଯାଉଛି।
ଏବେ ସୋସିଆଲ ମିଡିଆରେ ଆଉ ଏକ ଫଟୋ ମଧ୍ୟ ଖୁବ୍ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି। ଯେଉଁଥିରେ କି ରିୟା ତାଙ୍କ ଶାଶୁ ଘରେ ଅଛନ୍ତି ବୋଲି କୁହା ଯାଉଛି।
କାରଣ ସେହି ଫଟୋ ରେ ରିୟା ଏକ ସମ୍ପୂର୍ଣ ଗୃହିଣୀ ସଦୃଶ୍ୟ ଦେଖା ଯାଉଛନ୍ତି। ମଥାରେ ସିନ୍ଦୂର ପିନ୍ଧି ମଧ୍ଯ ରିୟା ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି। ତେବେ ଆମେ ତାଙ୍କ ବୈବାହିକ ଜୀବନ ପାଇଁ ସୁଖ ସମୃଦ୍ଧି କାମନା କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.