Movie prime
ବ୍ୟକ୍ତି ଜଣଙ୍କ ଗାଇଲେ ଏମିତି ଗୀତ ସାଙ୍ଗେ ସଙ୍ଗେ ଭିଡିଓ ହେଇଗଲା VIRAl ଦେଖନ୍ତୁ ଏହି VIRAL VIDEO
 
Viral video
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆମେ ଏ ଦୁନିଆ ରେ ସୋସିଆଲ ମିଡିଆରେ ଏମିତି କିଛି ଭାଇରାଲ ଭିଡ଼ିଓ ଦେଖି ଥାଉ ଯାହା ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଚକିତ କରି ଥାଏ। କିନ୍ତୁ ବନ୍ଧୁ ଗଣ ଆଜି ଆପଣ ମାନେ ଏମିତି ଏକ ଭିଡ଼ିଓ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ।
ଏ ଭିଡିଓ ଟି ରେ ଜଣେ ଭାଈ ଏମିତି ଗୀତ ଗାଉ ଥିଲେ ଯାହାକୁ ଶୁଣିଲେ ଆପଣ ଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ। ଭାଈ ଜଣକ ଏମିତି ଗୀତ ଗାଉ ଛନ୍ତି ଯାହାକୁ ଲୋକ ମାନେ ଶୁଣୁଛନ୍ତି ଏବଂ ହସି ହସି ବେଦମ୍ ହୋଇ ଯାଉ ଛନ୍ତି।
ବନ୍ଧୁ ଗଣ ଆପଣ ମଧ୍ୟ ଏହି ଭାଈ ଙ୍କ ର ନିଆରା ଷ୍ଟାଇଲ ରେ ଗୀତ ଶୁଣିଲେ ହସି ହସି ବେଦମ୍ ହୋଇ ଯିବେ। ଭାଈ ଜଣକ ମୋବାଇଲ ରେ ଗୀତ ଶୁଣି ତାକୁ ନିଜ ଷ୍ଟାଇଲ ରେ ସ୍ଵର ସଂଯୋଜନା କରି ଗୀତ ଗାଇ ଗାଇ ଲୋକ ମାନଙ୍କୁ ତାଙ୍କର ଅଦ୍ଭୂତ କଳା କୁ ଦେଖେଇ ଛନ୍ତି।
ଏହି ଗୀତ ଟି କୁ ଭାଇ ଜଣକ ମୋବାଇଲ ରେ ତାର ଟ୍ୟୁନ ଦେଇ ତାଙ୍କ ସ୍ବର ରେ ଗୀତ ଗାଈ ଛନ୍ତି। ତାଙ୍କ ଏହି ନିଆରା ଷ୍ଟାଇଲ ରେ ଗୀତ ଟି କୁ ଶୁଣିଲେ ଆପଣ ନ ହସି ରହି ପାରିବେ ନାହିଁ। ଏହି ଭାଈଙ୍କ ଏମିତି ଗୀତ ଆପଣ କେବେ ଆଗରୁ ଶୁଣି ନ ଥିବେ। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।