Movie prime
ନିଜ ଜୀବନ ଉପରୁ ଲୋଭ ଛଡାଇ କୁକୁର କୁ ବଞ୍ଚାଇବାକୁ ଚଳନ୍ତା ଟ୍ରେନ ଆଗକୁ ଡେଇଁଲେ ଯୁବକ ଦେଖନ୍ତୁ ଏହି ଦୃଶ୍ୟ
 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଆପଣମାନେ ପାଇପାରିବେ । ଆଉ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଇଥାଏ ଯାହା ଆମକୁ ଅନେକ ନୀତିଶିକ୍ଷା ଦେବା ସହ ଆମକୁ ଅନେକ କିଛି ଶିଖାଇଥାଏ ।
ଆଉ ଆପଣମାନେ ସମାଜରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମଣିଷମାନେ ଅନେକ ଶିକ୍ଷା ଦେଇଥାନ୍ତି । ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି ଅନେକ ନୀତିଶିକ୍ଷା । ଆଉ ଏହି ଘଟଣାରେ ଦେଖିବାକୁ ମିଳୁଛି କି ଏକ ଟ୍ରେନ ଟ୍ରାକରୁ ଏକ କୁକୁରକୁ ଉଦ୍ଧାର କରୁଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆଉ ଏହି ଘଟଣା ଘଟିଛି ମୁମ୍ବାଇ ସହରରେ । ଆଉ ଏହି ମୁମ୍ବାଇ ସହରରେ ଚାଲୁଥିବା ଟ୍ରେନ ଟ୍ରାକରେ ଟ୍ରେନ ଆସୁଥିବା ସମୟରେ ଏକ ବୁଲା କୁକୁର ସେହି ଟ୍ରାକରେ ପଡ଼ିଗଲା । ଆଉ ଏହାପରେ ଜଣେ ବ୍ୟକ୍ତି ଏହା ଦେଖିବା ମାତ୍ରକେ ତାଙ୍କୁ ଉଦ୍ଧାର କରିଲେ ।ଆଉ ଏହି ଉଦ୍ଧାର କାର୍ଯ୍ୟରେ ତାଙ୍କୁ ସେହି ଟ୍ରେନରେ ଯିବାକୁ ଛିଡ଼ା ହୋଇଥିବା ଯାତ୍ରୀମାନେ ସାହାଯ୍ୟ ମଧ୍ୟ କରିଥିଲେ । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକମାନଙ୍କ ହୃଦୟ ଜିତିଛି ।
ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି କି କୁକୁରଟିକୁ ବଞ୍ଚାଇବା ପାଇଁ ଯେତେବେଳେ ବ୍ୟକ୍ତି ଜଣକ ଟ୍ରେନ ଟ୍ରାକକୁ ଡେଇଁ ପଡ଼ିଲେ ସେହି ସମୟରେ ଟ୍ରେନ ଚାଳକ ଟ୍ରେନକୁ ସ୍ଲୋ ମଧ୍ୟ କରିଦେଲେ । ଆଉ ଏହାପରେ କୁକୁରଟିକୁ ଉଦ୍ଧାର କରାଗଲା । ଆଉ ଏହି ଭିଡିଓକୁ ଏବେ ଲୋକମାନେ ବହୁତ ପ୍ରଶଂସା କରିବା ସହ ଏହି ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କୁ ଏବଂ ଟ୍ରେନ ଚାଳକଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଲେଣି ଆଉ ପସନ୍ଦ ମଧ୍ୟ କରିଛନ୍ତି ।