Movie prime

କୁନି ଝିଅ କଥା ଶୁଣିଲେ ହସି ହସି ଗଡି ଯିବେ ଆପଣ ଦେଖନ୍ତୁ କଣ କହୁଛି ଏହି କୁନି ଝିଅ ଟି

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆରେ କିଛି ନା କିଛି ଦୁଃଖଦ ଖବର ଦେଖୁଥିବା ବେଳେ ଆଉ କିଛି କେତେବେଳେ ମଜାଳିଆ ଭିଡିଓ ଦେଖିବାକୁ ପାଉଥିବେ।
ଯାହାକୁ ଦେଖିଲେ ଆପଣ ମାନେ ବି ହସି ହସି ବେଦମ୍ ହେଇଯାଉଥିବେ। ଆଜି ଏହିଭଳି ଏକ ଭିଡିଓ ଦେଖିବାକୁ ମିଳିଛି ଗୋଟେ କୁନି ଝିଅ ପାଠ ପଢୁଥିବା ସମୟରେ ରାଗିଯାଇ ମଜା ମଜା କଥା କହୁଛନ୍ତି। 
ଯାହାକୁ ଶୁଣିଲେ ଆପଣ ମାନେ ବି ହସି ହସି ଗଡିଯିବେ। କୁନି ଝିଅଟି ତାଙ୍କ ମାଆଙ୍କୁ କହୁଛି ମୁଁ ଘର ଛାଡ଼ି ଚାଲିଗଲେ କାନ୍ଦିବୁନି କି ମତେ ଡାକିବୁନି ଆଉ ମତେ ପୁଚୁ ପୁଚୁ ବି କରିବୁନି।
କୁନି ଝିଅଟି ମାଙ୍କୁ ପୁଣି କହୁଛନ୍ତି ମୁଁ ପଳେଇଲେ ତ ସାନଝିଅ, ବଡଝିଅ, ଆଉ ପୁଅ ଆସିବେନି ତ ଲୁହ ପଛିବାକୁ କି ପାଣି ଦେବାକୁ କେହି ଆସିବେନି। ଆଉ ମଧ୍ୟ ମା'ଙ୍କୁ କହୁଛନ୍ତି ତତେ କହି ଭଲ ପାଇବେନି। 
ଖାଲି ମୁଁ ଗୋଟେ ଝିଅ ଅଛି ବୋଲି ତ କଥା ଶୁଣୁଛି, ଆଉ କେହି ପୁଅ ଝିଅ ତ କଥା ଶୁଣିବେନି। କୁନି ଝିଅଟି ମାଆଙ୍କୁ କହୁଛି ଆଉ ତିନିଟା ଛୁଆଁ କରିଥାନ୍ତୁ ତାଙ୍କୁ ଗେଲ କରିଥାଆନ୍ତୁ ଆଉ ମତେ ବାଡ଼େଇଥାନ୍ତୁ।
ମାଆଙ୍କୁ କୁନି ଝିଅଟି କହୁଛି ବାପା ଆଜି ଆସନ୍ତୁ ମୁଁ ସବୁ କଥା କହିବି ତତେ ବାଡ଼େଇକି ଘରରୁ ବାହାର କରିଦେବେ। ତା'ପରେ ମାଆ କହୁଛନ୍ତି ଝିଅଟିର କଥା ଶୁଣିକି ମୁଁ ଘରୁ ପଳେଇଲେ କାନ୍ଦିବୁନି ଆଉ ଖୋଜିବୁନି। 
ତା'ପରେ ଝିଅଟି ମା'ଙ୍କୁ କହୁଛି ତୁ ଶୀଘ୍ର ପାଳା ଏଠୁ ମୁଁ ଖୋଜିବିନି ତତେ ଆଉ ମା କହୁଛନ୍ତି ଯୋଉ ଦିନ ଖୋଜିବୁ ସେଇଦିନ ଖୋବି ଦେଇଯିବି।
ଆପଣ ମାନେ ଏହି ଭିଡ଼ିଓଟିରେ ଦେଖିପାରୁଥିବେ କେମିତି କୁନି ଝିଅଟି ମାଆଙ୍କ ସହିତ ମଜାଳିଆ ମଜାଳିଆ କଥା ହେଉଛି। ଯାହାକୁ ଦେଖିଲେ ଆପଣ ମାନେ ହସି ହସି ନିଜର ହସକୁ ଆୟତ୍ତରେ ରଖିପାରିବେ ନାହିଁ।