Movie prime

ରାସ୍ତା ଉପରେ ନାଲିପାଣି ପିଇ କରାମତି ଦେଖାଇଲେ ମଉସା ଦେଖନ୍ତୁ ହଠାତ୍ କଣ ହେଲା VIRAl VIDEO

 
Viral video
ଆପଣମାନେ ଓ ଟିଭି ରେ ପ୍ରସାରିତ ହେଉଥିବା ନିୟୁଜ ଫିୟୂଜ ଶୋ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ।ଏହି ଶୋ କୁ ଲୋକମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।କାରଣ ଏଥିରେ ଯେଉଁଠି ଯେଉଁ ଘଟଣା ଭୁଲ ହୋଇଥାଏ ତାହା ଦେଖାଇଥାନ୍ତି।ଏବଂ ଲୋକମାନଙ୍କୁ ମଜାଳିଆ ଭିଡିଓ ଦେଖିବା ପାଇଁ ପସନ୍ଦ ଆସିଥାଏ।ଏଥିରେ ମଧ୍ୟ ଯେଉଁ ଘଟଣା ଦେଖାଇଥାନ୍ତି ତାହା ହସ ଲାଗିଥାଏ।
ବର୍ତ୍ତମାନ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ରାସ୍ତା ମଝିରେ ଅନ୍ୟ ଏକ ବ୍ୟକ୍ତି ଙ୍କ ଗାଡ଼ି କୁ ଅଟକାଇ ତାଙ୍କ ସହିତ କଥା ହେଉଛନ୍ତି।ଏବଂ ସେଠାରେ ଗୋଟିଏ ବସ୍ କୁ ମଧ୍ୟ ରୋକି ଦେଇଛନ୍ତି।ଭିଡିଓ ଦେଖି ଲାଗୁଛି ଯେ ବ୍ୟକ୍ତି ଜଣଙ୍କ ତାଙ୍କୁ ଲିଫ୍ଟ ମାଗୁଥିଲେ।ନଚେତ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇଥିବାରୁ ରାସ୍ତା ମଝିରେ ଅଟକାଇ ମାଗୁଥିବେ।
କାରଣ ଭିଡିଓ ରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ଗାଡ଼ି ଚାଳକ ଙ୍କୁ ଅଟକାଇ ସମସ୍ତଙ୍କ ସାମ୍ନାରେ ତାଙ୍କ ଗାଲକୁ ଏକ ଚାପୁଡ଼ା ମାରିଥିଲେ।କିନ୍ତୁ ଅନ୍ୟ ବ୍ୟକ୍ତି ଜଣଙ୍କ କିଛି ନ କହି ଗାଡ଼ି ନେଇ ସେଠାରୁ ଚାଲି ଯାଇଥିଲେ।କିନ୍ତୁ ଯେଉଁ ବ୍ୟକ୍ତି ଚାପୁଡ଼ା ମାରିଥିଲେ ରାସ୍ତା ମଝିରେ ମଦ ପିଇବା ଭଳି ଚାଲିବାକୁ ଲାଗିଥିଲେ।ଏବଂ କିଛି ବାଟ ଚାଲିକି ଯାଇଥିବା ବେଳେ ମ୍ୟାନ ହୋଲ୍ ଭିତରେ ଗଳି ପଡ଼ିଥିଲେ।
ସେଠାରେ ଥିବା ବ୍ୟକ୍ତି ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକମାନେ ଯାଇ ତାଙ୍କୁ ଖୋଜିଥିଲେ।ଏବଂ ମ୍ୟାନ ହୋଲ୍ ଭିତରୁ ଉଦ୍ଧାର କରିଥିଲେ।ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ କୁ ତାଙ୍କ ମୋବାଇଲ୍ ରେ ରେକର୍ଡ କରି ପୋଷ୍ଟ କରି ଦେଇଥିଲେ।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।