Movie prime

ରାଗିଗଲେ ଗଜରାଜ ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ ରାଗିଯାଇ କେମିତି ଗାଡ଼ି ଉପରେ ବସି ପଡିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏଭଳି ଅନେକ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଯାହାକି ଖୁବ୍ ଭାଇରାଲ ହୋଇଥାଏ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଭାଇରାଲ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ନିଶ୍ଚିତ ଭାବରେ ଭୟଭୀତ ହୋଇ ଯିବେ। ଏହି ଭିଡିଓ ରେ ଦେଖନ୍ତୁ ହାତୀ କିଭଳି ଭାବରେ ବିଚ୍ ରାସ୍ତାରେ ଏକ କାର ଅଟକାଇଛି।
ଏବଂ ଏହାପରେ ହାତୀ ର ଏତେ ମାତ୍ରାରେ ରାଗ ଚିଡି ଯାଇଛି କି ହାତୀଟି ସେହି କାର ର ବୋନଟ କୁ ଭାଙ୍ଗି ଦେଇଛି। ଆପଣ ମାନେ ଜାଣିଥିବେ କି ପଶୁ ପକ୍ଷୀ ମାନେ ଯେତେବେଳେ ରାଗି ଯାଇ ଥାଆନ୍ତି ସେତେବେଳେ ସେ କାହାରି ବି ନୁହଁନ୍ତି। କେଉଁ ପଶୁ ପକ୍ଷୀ ଆକ୍ରମଣ କରିଥାନ୍ତି ତ ଅନ୍ୟ କେହି ଭଙ୍ଗା ରୁଜା କରିଥାଆନ୍ତି। ତେବେ ଆପଣ ମାନେ ଥରେ ଭାବିକି ଦେଖନ୍ତୁ ହାତୀ କୁ ଯଦି ରାଗ ଆସୁଥିବ ତେବେ ସେ କିଭଳି ଭାବରେ ବ୍ୟବହାର କରୁଥିବ।
ପୂର୍ବ ରୁ ଆପଣ ମାନେ ମଧ୍ୟ ଏଭଳି ଅନେକ ହାତୀର ଭିଡ଼ିଓ ଦେଖିବାକୁ ପାଇଥିବେ। ସାଧାରଣତଃ ହାତୀ ମାନେ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି ମାତ୍ର ସେମାନଙ୍କୁ ଯେତେବେଳେ ରାଗ ଚିଡ଼ିଥାଏ ସେତେବେଳେ ସେମାନେ ସବୁ କିଛି ଭଙ୍ଗା ରୂଜା କରି ଦେଇଥାନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ହାତୀ ଟି ଖୁବ୍ ଜୋରେ ରାଗି ଯାଇଛି।
ଏବଂ ରାଗିଯାଇ ସେହି କାର ଉପରେ ଚଢ଼ି ଯାଉଛି ଯାହା ଫଳରେ କି କାର ର ବୋନାଟ ମଧ୍ଯ ଭାଙ୍ଗି ଯାଇଛି। ଏଭଳି ଗୋଟେ ପରେ ଗୋଟେ କାର ର ଅଧା ପାର୍ଟ୍ କୁ ଭାଙ୍ଗିବାରେ ଲାଗିଛି ହାତୀ। ଶେଷର କାର ଡ଼୍ରାଇଭର ଜଣକ ନିଜ ଜୀବନ ବଞ୍ଚେଇବା ପାଇଁ କାର ଟିକୁ ପଛକୁ ନେଇ ଯାଇଥିଲେ। ଏହି ଭିଡ଼ିଓ ଦେଖି ମଧ୍ୟ ଆପଣ ମାନେ ଜାଣି ପାରୁଥିବେ ହାତୀ ଟି କେତେ ରାଗରେ ଅଛି।