Movie prime

ଯୁବତୀ ଙ୍କ ଭିଡିଓ ହେଲା ଭାଇରାଲ ଦେଖନ୍ତୁ କଣ କଲେ ଏମିତି କାମ ଯେ ଭିଡିଓ ହେଲା ଭାଇରାଲ ଦେଖନ୍ତୁ ଏହି VIRAL VIDEO

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଆଉ କୌଣସି ନା କୌଣସି ପ୍ରକାର ଦ୍ଵାରା ଦେଶ, ବିଦେଶ ଆଉ ବିଭିନ୍ନ ସ୍ଥାନର କୋଣ ଅନୁକୋଣର ଘଟଣା ବିଷୟରେ ଜାଣି ପାରୁଛ ।
ଆଉ ଏମିତି କିଛି ଘଟଣା ବି ଘଟୁଛି ଯାହାକୁ ଜାଣିଲା ପରେ ଆପଣମାନଙ୍କ ମନରେ ଅନେକ ପ୍ରକାରର ଭାବନା ଆସୁଥିବ । ଆଉ ଏମିତି ଅନେକ ଘଟଣା ମଧ୍ୟ ଦୁନିଆରେ ବା ଆମ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଏବଂ ଲଜ୍ୟାସ୍ପଦ ଅଟେ । 
ଆଉ ଏହି ସବୁ ଘଟଣା ଆଜିକାଲି ସମାଜରେ ବହୁତ ସାଧାରଣ କଥା ହୋଇଗଲାଣି । ଆଉ ସମାଜର ଲୋକମାନଙ୍କ ଉପରେ ଏମିତି ଘଟଣାର କିଛି ଫରକ୍ ହିଁ ପଡୁନାହିଁ ।
ଏହି ଭିଡିଓରେ ଆପଣମାନେ ଦେଖିବେ କି ଆଜିକା ଯୁଗରେ ଝିଅ ଆଉ ପୁଅମାନେ କିପରି ବହୁତ ଜଲଦି ପ୍ରେମ କରୁଛନ୍ତି । ଆଉ ତାପରେ ଏମିତି କିଛି ଘଟଣା ଘଟି ଯାଉଛି ଯାହା ସମାଜ ପାଇଁ ଆଉ ଲୋକମାନଙ୍କ ପାଇଁ ବହୁତ ଖରାପ ଅଟେ ।
ଲୋକମାନେ ଖରାପ ଆଉ ଭଲ ବୋଲି କିଛି ନଭାବି ଏମିତି ସବୁ କାମ କରୁଛନ୍ତି ଯାହା ସମାଜ ପାଇଁ ଆଉ ଏଠାରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଖରାପ ଅଟେ ।
ଆଉ ଏହି ଘଟଣା ସବୁ ଆଡେ ସବୁ ସ୍କୁଲ, କଲେଜ ଆଉ ଜନଗହଳି ସ୍ଥାନରେ ମଧ୍ୟ ଘଟି ଚାଲୁଛି । ଆଉ ଏହି ଘଟଣାକୁ ମଧ୍ୟ ଲୋକମାନେ ଦେଖୁଛନ୍ତି କିନ୍ତୁ ତାଙ୍କ ଉପରେ କିଛି ଫରକ୍ ପଡୁନି । ଆଉ ଲୋକମାନେ ଏମିତି ସବୁ ଘଟଣାକୁ ଦେଖି ମଧ୍ୟ ଚୁପ୍ ହୋଇଯାଉଛନ୍ତି । 
ଏହି ଭିଡ଼ିଓରେ ଆପଣମାନେ ଦେଖିବେ ଯେ ଜଣେ ଯୁବତୀ ଏକ ପାର୍କରେ ବସିଥିଲେ । ଆଉ ସେଠାକୁ ଏକ ଯୁବକ ଆସିଲା । ଆଉ ଯୁବକ ଜଣକ ସେହି ଯୁବତୀ ସହିତ କଥା ହେଲା । ଆଉ ତାପରେ ୭ ରୁ ୮ ଘଣ୍ଟା କଥା ହେବା ପରେ ଯୁବକ ଜନକଙ୍କ ପ୍ରେମରେ ଯୁବତୀ ଜଣକ ପଡ଼ିଗଲେ ।
ଆଉ ତାପରେ ହାତ ଧରାଧରି ହୋଇ ଦୁହେଁ ଏକାଠି ପାର୍କରୁ ବାହାରିଲେ । ଦୁହେଁ ଆସିଥିଲେ ଏକା ଆଉ ଅଲଗା ଅଲଗା କିନ୍ତୁ ଗଲା ବେଳକୁ ଏକାଠି ଗଲେ । ଆଉ ଆଜିକା ସମାଜରେ ଏହି ପ୍ରକାରର କାମ ଆପଣମାନେ ପ୍ରତ୍ୟେକ ସ୍ଥାନରେ ଦେଖୁଥିବେ ।