Movie prime

ଯୁବତୀଙ୍କ ଭିଡିଓ ହେଲା ଏହି କାରଣରୁ ଭାଇରାଲ ଦେଖନ୍ତୁ କେମିତି

 
Viral video
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି ଏକ ଘଟଣା ମୋବାଇଲ ମାଧ୍ୟମରେ ରେକର୍ଡ କରାଯାଇଛି । ଆଉ ଆମ ଦୁନିଆରେ ରହିବାକୁ ବା ଗାଡ଼ି ଚଲାଇବାକୁ କିଛି ନୀତି ଆଉ ନିୟମ ରହିଥାଏ । 
ଆଉ ଆମ ଭାରତ ସରକାର ରାସ୍ତାରେ ଗାଡ଼ି ଚଲାଇବାକୁ କିଛି ନିୟମ କାନୁନ ବାହାର କରିଛନ୍ତି ।ଆଉ ରାସ୍ତାରେ ଗାଡ଼ିରେ କେତେ ଜଣ ଯିବେ ତାହାର ବି କିଛି ଆଇନ୍ କାନୁନ୍ ରହିଛି । କିନ୍ତୁ ଦେଶରେ ରହୁଥିବା କିଛି ଲୋକମାନେ ଏହି ନିୟମକୁ ଉଲଙ୍ଘନ କରୁଛନ୍ତି । ଆଉ ଏହି ଭିଡିଓରେ ଅନେକ କିଛି ଜିନିଷ ଦେଖାଯାଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏହି ଭିଡିଓରେ ଆପଣମାନେ ଦେଖିବେ କି ଗୋଟିଏ ବାଇକରେ ଅନେକ ଲୋକ ବସିଛନ୍ତି । ଆପଣମାନେ ଦେଖିଥିବେ ଗୋଟିଏ ବାଇକରେ ଦୁଇ, ବା ତିନି କିମ୍ବା ଚାରି ଜଣ ଲୋକ ବସିଥାନ୍ତି । କିନ୍ତୁ ଏହା ନିୟମ ବିରୋଧ । ଆଉ ଏହି ଘଟଣା ବା ଏହି ବାଇକରେ ଛୋଟ ଛୋଟ ଛୁଆ ଆଗରେ ଦୁଇଜଣ, ତାପରେ ଚାଳକ ଆଉ ତାପରେ ଜଣେ ମହିଳା ଏକ 
ଛୁଆକୁ ଧରିଲେ ଏବଂ ତାପରେ ଆଉ ଜଣେ ମହିଳା ଆଉ ଜଣେ ଛୁଆଙ୍କୁ ଧରିଥିଲେ ।ଆଉ ଏହି ବାଇକରେ ଏହିପରି ଭାବରେ ୭ ଜଣ ବସିଥିଲେ । ଆଉ ଏହି ଘଟଣାକୁ ନେଇ ଅନେକ ପ୍ରକାରର ଲୋକମାନେ ଅନେକ ମତ ଦେଇଛନ୍ତି । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।