Movie prime
ଧରା ପଡ଼ିଲା ଯୁବତୀଙ୍କ ଖେଳ ଦେଖନ୍ତୁ କ୍ୟାମେରା ସାମ୍ନାରେ କରୁଥିଲେ କଣ
 
Viral video
ଆଜିକାଲି ଦୁନିଆରେ ଲୋକମାନେ ପଇସା ପାଇଁ ସବୁକିଛି କରିପାରିବେ।ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲା ପରେ ହୁଏତ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏଠାରେ କେତେବେଳେ କଣ ହୋଇଥାଏ ତାହା କେହି ଜାଣି ନାହାଁନ୍ତି।ବର୍ତ୍ତମାନ ଯେଉଁ ଭିଡିଓ ଦେଖିବାକୁ ମିଳିଛି ସେଥିରେ ଜଣେ ଯୁବତୀ ପବ୍ଲିକ ବାଥରୁମ୍ ଭିତରେ ଫସି ଯାଇଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓ ଟି ସୋସିଆଲ ମିଡିଆରେ ବର୍ତ୍ତମାନ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ ଅନେକ ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି।ଯାହାକି ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।ଏପରି ଭିଡିଓ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ କି ଝିଅମାନେ ଅଜାଣତରେ ବାଥରୁମ୍ ରେ ଫସି ଯାଇଥାନ୍ତି।
ପ୍ରଥମେ ଦେଖିବାକୁ ମିଳିଛି ଯେ ଯୁବତୀ ଜଣଙ୍କ ପବ୍ଲିକ ଟଏଲେଟ୍ ରେ ଡ୍ରେସ୍ ଚେଞ୍ଜ କରିବା ପାଇଁ ଆସିଥିଲେ।କିନ୍ତୁ ଯୁବତୀ ଜଣଙ୍କ ଜାଣି ନଥିଲେ ଯେ ସେଠାରେ କ୍ୟାମେରା ଲଗା ଯାଇଛି।କିନ୍ତୁ ଯୁବତୀ ଜଣଙ୍କ ଡ୍ରେସ୍ ଚେଞ୍ଜ କରିବା ପୂର୍ବରୁ ଚାରିଆଡ଼େ କ୍ୟାମେରା ଲାଗିଛି କି ନାହିଁ ଚେକ୍ କରିଥିଲେ।ଏହାପରେ ସେ କ୍ୟାମେରା ଯେଉଁଠି ଲାଗିଥିଲା ତାହା ଦେଖି ଦେଇଥିଲେ।ଏବଂ ସେଠାରୁ ଚାଲି ଯାଇଥିଲେ।
ଏପରି ଯଦି ଘଟଣା କାହା ସହିତ ଘଟିପାରେ।ତେଣୁ 
ଆପଣ ଙ୍କ ସହିତ ଘଟିବା ପୂର୍ବରୁ ସବୁବେଳେ ସାବଧାନ ହୋଇ ରହିବେ।ଯେଉଁ ଆଡେ ଯିବେ ଯିବା ସମୟରେ ସବୁଆଡେ ଚେକ୍ କରିବେ।ଆଉ କାର୍ଯ୍ୟ କରିବେ।ଯଦି ଏଠାରେ ଯୁବତୀ ଜଣଙ୍କ କ୍ୟାମେରା କୁ ଦେଖି ନଥାନ୍ତେ ବର୍ତ୍ତମାନ ତାଙ୍କ ସହିତ ଏକ ବଡ଼ ଅଘଟଣା ଘଟିଥାନ୍ତା।ଏଠାରେ ପଇସା କିଛି ପାଇଁ ଲୋକମାନେ କିଛି ବି କରିଥାନ୍ତେ। 
ଯଦି ଏଠାରେ କିଛି ହୋଇଥାନ୍ତା ତାହେଲେ ଯୁବତୀ ଙ୍କୁ ବ୍ଲାକ ମେଲ୍ କରିଥାନ୍ତେ ଆଉ ଟଙ୍କା ମଧ୍ୟ ମାଗିଥାନ୍ତେ।କିନ୍ତୁ ସେ କ୍ୟାମେରା ଦେଖିଦେଲେ ଏବଂ ତାଙ୍କ ସହିତ କିଛି ଅଘଟଣ ଘଟିଲା ନାହିଁ।