Movie prime

ଭଉଣୀ ଗାଇଲେ ଏମିତି ଜଗନ୍ନାଥଙ୍କ ଭଜନ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ Viral Video

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗୁଛି। ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଲୁଚି ଯାଇଥିବା ପ୍ରତିଭା ମାନେ ମଧ୍ୟ ସମ୍ନାକୁ ଆସିବାରେ ଲାଗିଛି। ଆପଣ ମାନେ ଏଭଳି ପ୍ରତିଭା ମାନଙ୍କୁ ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଦେଖିଥିବେ।
ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଥର ଏଭଳି ଭିଡିଓ ଭାଇରାଲ ହୋଇଥାଏ। ଏବଂ ଲୋକ ମାନେ ମଧ୍ୟ ଏହାକୁ ଖୁବ୍ ପଶନ୍ଦ ମଧ୍ଯ କରିଥାଆନ୍ତି। ତେବେ ଆମେ ଆପଣଙ୍କୁ ସେଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ। ତେବେ ଭଲ ଭାବରେ ଦେଖନ୍ତୁ ଏହି ଭିଡିଓ କୁ ଏହି ଭିଡିଓ ରେ କିଭଳି ଜଣେ ଯୁବତୀ ସଙ୍ଗୀତ ଗାନ କରୁଛନ୍ତି। ଏବଂ ସେ ଏଭଳି ଭାବରେ ଗୀତ ଗାଉଛନ୍ତି ,
ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ମୁଗ୍ଧ ହୋଇଯିବେ ଏବଂ ଆପଣଙ୍କ ଆଖିରେ ମଧ୍ଯ ପାଣି ଚାଲି ଆସିବ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏଭଳି ଅନେକ ଭଜନ ଦେଖିଥିବେ ଯାହାକି ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେଉଥିବ। ହେଲେ ଏହି ଭିଡିଓ ଟି ସେ ସମସ୍ତ ଭିଡିଓ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। କାରଣ ଏଥିରେ ଯୁବତୀ ଜଣକ ଖୁବ୍ ସୁନ୍ଦର ଭାବରେ ଗୀତ ଗାଉଛନ୍ତି।
ଯାହାକି ସିଧା ସଳଖ ହୃଦୟ କୁ ସ୍ପର୍ଶ କରୁଛି। ଏବଂ ଏହାକୁ ଦେଖିବା ପରେ ଲୋକ ମାନଙ୍କ ଆଖିରେ ମଧ୍ଯ ପାଣି ଚାଲି ଆସୁଛି। ତେବେ ଅନେକ ଲୋକ ମାନେ ଯୁବତୀ ଜଣକ ର ଏହି ଭିଡିଓ କୁ ପ୍ରଚୁର ମାତ୍ରାରେ ପଶନ୍ଦ କରିବା ସହ ଯୁବତୀ ଜଣକ ଙ୍କ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ଏବଂ ଯୁବତୀ ଜଣକୁ ପ୍ରଶିକ୍ଷଣ ମିଳିଲେ ସେ ଅନେକ ଆଗକୁ ଯିବେ ବୋଲି ମଧ୍ୟ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.